Jul 17, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ଇଜ ଅଫ ଡୁଇଙ୍ଗ ବିଜିନେସ : ୧୪ତମ ସ୍ଥାନରେ ଓଡ଼ିଶା

    Share on :
    Date: Jul 11, 2018    Views: 155

    ଭୁବନେଶ୍ୱର : ଇଜ ଅଫ ଡୁଇଙ୍ଗ ବିଜିନେସରେ ଓଡ଼ିଶା ୧୪ତମ ସ୍ଥାନକୁ ଖସିଆସିଛି  । ଏହି ତାଲିକାର ଶୀର୍ଷରେ ରହିଛି ଆନ୍ଧ୍ରପ୍ରଦେଶ  । ଓଡ଼ିଶା ଆଚିଭର୍ସ ବର୍ଗରେ ସ୍ଥାନ ପାଇଛି  । 
    ଏହି ର୍ୟାକିଂରେ ଆନ୍ଧ୍ରପ୍ରଦେଶକୁ ୯୮.୪୨%, ତେଲେଙ୍ଗାନାକୁ ୯୮.୩୩%, ହରିୟାଣାକୁ ୯୮.୦୭% ନମ୍ବର ମିଳିଥିବାବେଳେ ଓଡ଼ିଶାକୁ ୯୨.୦୯% ନମ୍ବର ମିଳିଛି   । ତାଲିକାରେ ଝାଡ଼ଖଣ୍ଡ, ଗୁଜୁରାଟ, ଛତିଶଗଡ଼, ମଧ୍ୟପ୍ରଦେଶ, କର୍ଣ୍ଣାଟକ ଓ ରାଜସ୍ଥାନ ଚତୁର୍ଥରୁ ନବମ ସ୍ଥାନରେ ରହିଛନ୍ତି  ।  ପଶ୍ଚିମବଙ୍ଗ, ଉତରାଖଣ୍ଡ, ମହାରାଷ୍ଟ୍ର ଏବଂ ତାମିଲନାଡ଼ୁ ଭଳି ରାଜ୍ୟ ସହ ଓଡ଼ିଶା ଆଚିଭର୍ସ ବର୍ଗରେ ରହିଛି  ।

    Maximum 500 characters

    ଅର୍ଥନୀତି View all

    Find Us on Facebook