Jul 17, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ପୁଅ ଜୟନ୍ତଙ୍କୁ ସମାଲୋଚନା କଲେ ବାପା ଯଶୱନ୍ତ

    Share on :
    Date: Jul 8, 2018    Views: 997

    ନୂଆଦିଲ୍ଲୀ : ଝାଡଖଣ୍ଡରେ ଜଣେ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରିଥିବା ଅପରାଧିଙ୍କୁ ଫୁଲହାର ପିନ୍ଧାଇବା ଘଟଣାରେ ଅକଳରେ ପଡ଼ିଛନ୍ତି କେନ୍ଦ୍ରମନ୍ତ୍ରୀ ଜୟନ୍ତ ସିହ୍ନା  । ଏନେଇ ତାଙ୍କୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି  । ତେବେ ସବୁଠାରୁ ବଡ଼ କଥା ହେଲା  ଜୟନ୍ତ ସିହ୍ନାଙ୍କ ସମାଲୋଚକ ତାଲିକାରେ ଯଶୱନ୍ତଙ୍କ ନାଁ ଚଢ଼ିଛି  । ଟ୍ୱିଟରେ ସେ ନିଜ ପୁଅର କାର୍ଯ୍ୟକୁ ବିରୋଧ କରିଛନ୍ତି  । ସେ କହ÷ଛନ୍ତିଯେ, ସେ ଯେତେବେଳେ କେନ୍ଦ୍ର ସରକାରଙ୍କ ବିରୋଧରେ କହିବା ଆରମ୍ଭ କଲେ ଲୋକମାନେ କହିଲେ, ‘ଲାୟକ ବେଟାର ନାଲାୟକ ବାପ’  । କିନ୍ତୁ ଏବେ ଏହି ସ୍ଥିତି ଓଲଟିଯାଇଛି  । ଯଶୱନ୍ତଙ୍କ ପୁଅ ଏମିତି କେମିତି ହେଲା ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି  ।

    Maximum 500 characters

    ତାଜା ଖବର View all

    Find Us on Facebook