ମୁଖ୍ୟ ଖବର
ଭୁବନେଶ୍ୱର : ରାଜ୍ୟର ଅନେକ ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବତାସ ମଧ୍ୟ ବହିବାର ମଧ୍ୟ ଆଶଙ୍କା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଖୋର୍ଦ୍ଧା, ପୁରୀ, ଭଦ୍ରକ, ଯାଜପୁର, ବଲାଙ୍ଗୀର, ନୟାଗଡ଼, ଅନୁଗୁଳ, ବାଲେଶ୍ୱର, କନ୍ଧମାଳ, ଢେଙ୍କାନାଳ, ବୌଦ୍ଧ, ଦେବଗଡ଼, ସୋନପୁର, ଗଜପତି, ମୟୂରଭଞ୍ଜ, କଟକ ଓ ଗଞ୍ଜାମ ପାଇଁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛନ୍ତି ।
Comments ସମସ୍ତ ମତାମତ 0