Jul 17, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପାଣିପାଗ ବିଭାଗର ସତର୍କ ସୂଚନା, ଘଡଘଡି ସହ ପ୍ରବଳ ବର୍ଷା ଆଶଙ୍କା

    Share on :
    Date: Jul 7, 2018    Views: 1387

    ଭୁବନେଶ୍ୱର : ରାଜ୍ୟର ଅନେକ ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି  । ବତାସ ମଧ୍ୟ ବହିବାର ମଧ୍ୟ ଆଶଙ୍କା ରହିଛି  । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି  । ଖୋର୍ଦ୍ଧା, ପୁରୀ, ଭଦ୍ରକ, ଯାଜପୁର, ବଲାଙ୍ଗୀର, ନୟାଗଡ଼, ଅନୁଗୁଳ, ବାଲେଶ୍ୱର, କନ୍ଧମାଳ, ଢେଙ୍କାନାଳ, ବୌଦ୍ଧ, ଦେବଗଡ଼, ସୋନପୁର, ଗଜପତି, ମୟୂରଭଞ୍ଜ, କଟକ ଓ ଗଞ୍ଜାମ ପାଇଁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛନ୍ତି  ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook