Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଭୁବନେଶ୍ୱର ନିଉ ରେଳଷ୍ଟେସନ ଲୋକାର୍ପିତ

    Share on :
    Date: Jul 7, 2018    Views: 605

    ଭୁବନେଶ୍ୱର : ଭୁବନେଶ୍ୱର ନିଉ ରେଳଷ୍ଟେସନ ଲୋକାର୍ପିତ ହୋଇଛି  । ନୂତନ ରେଳ ଷ୍ଟେସନ ସହ ଭୁବନେଶ୍ୱର ରେଳ ଷ୍ଟେସନର ନୂତନ ଫୁଟ ଓଭରବି୍ରଜ, ଖୋର୍ଦ୍ଧା ରୋଡଠାରେ ନୂତନ ମେମୁ ସେଡ଼ ଏବଂ ବଗଳା ଧର୍ମଶାଳାଠାରେ ନୂତନ ଟିକେଟ କାଉଂଟରର ଶୁଭାରମ୍ଭ କରାଯାଇଛି  । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା ଲୋକାର୍ପିତ କରିବା ସହ ଶୁଭାରମ୍ଭ କରିଛନ୍ତି  ।

    ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେଯେ, ଭୁବନେଶ୍ୱର ନିଉ ରେଳଷ୍ଟେସନରେ ହାୱଡ଼ା-ପୁରୀ, ରାଉରକେଲା-ପୁରୀ ଓ କଟକ-ବ୍ରହ୍ମପୁର ମେମୁ ରେଳ ରହଣୀ କରିବ  । ଏଥିପାଇଁ ୬ଟି ପ୍ଲାଟଫର୍ମ ରହିଛି  । ଆଗାମୀ ଦିନରେ ଆଉ କେତେକ ଟ୍ରେନ ମଧ୍ୟ ଭୁବନେଶ୍ୱର ନିଉ ରେଳଷ୍ଟେସନରୁ ଆରମ୍ଭ ହେବ  ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook