Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଫ୍ରପୁଲ୍ଲ ସାମଲଙ୍କ ବାସଭବନ ଘେରିଲା ଆପ

    Share on :
    Date: Jul 5, 2018    Views: 79

    ଭୁବନେଶ୍ୱର : ମହିଳା ଓ ଶିଶୁକଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ସରକାରୀ ବାସଭବନକୁ ଘେରାଉ କରିଛି ଆମ ଆଦମୀ ପାର୍ଟି (ଆପ) । ସାମାଜିକ ସୁରକ୍ଷା ଭତାକୁ ସର୍ବନିମ୍ନ ୧୫ଶହ ଟଙ୍କା କରିବା ଦାବିରେ ଆପ ପକ୍ଷରୁ ଏହି ଘେରାଉ କରିଛି । ଆପର ଓଡ଼ିଶା ଆବାହକ ନିଶିକାନ୍ତ ମହାପାତ୍ର ଓ ଅନ୍ୟମାନଙ୍କ ନେତୃତ୍ୱରେ ଶତାଧିକ ଆପ କର୍ମକର୍ତା ଏକ ଶୋଭାଯାତ୍ରାରେ ପାୱାର ହାଉସ ଛକରୁ ବାହାରି ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ସରକାରୀ ବାସଭବନରେ ପହଁଚି ଘେରାଉ କରିଥିଲେ । ରାଜ୍ୟରେ ସାମାଜିକ ସୁରକ୍ଷା ଭତାକୁ ୧୫୦୦ ଟଙ୍କା କରିବା, ବୃଦ୍ଧ, ବିଧବା, ଦିବ୍ୟାଙ୍ଗ ଓ ଅସହାୟ ଅବିବାହିତ ମହିଳାଙ୍କ ପାଇଁ ଭତାର ପରିମାଣ ୩ଶହରୁ ବୃଦ୍ଧି କରି ୧୫୦୦ ଟଙ୍କା କରିବା ଦାବି କରିଛନ୍ତି । ଏହି ଅବସରରେ ଦଳ ପକ୍ଷରୁ ସପ୍ତାହବ୍ୟାପୀ ଦସ୍ତଖତ ଅଭିଯାନରେ ସଂଗ୍ରହ ହୋଇଥିବା ୧୦ ହଜାରରୁ ଅଧିକ ଦାବିପତ୍ର ଶ୍ରୀ ସାମଲଙ୍କୁ ପ୍ରଦାନ କରାଯାଇଥିଲା । 

    Maximum 500 characters

    ଆଂଚଳିକ View all

    Find Us on Facebook