Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

କଳା

ମୁଖ୍ୟ ଖବର

    ସୋନାଲୀ ବେନେ୍ଦ୍ରଙ୍କୁ କ୍ୟାନସର

    Share on :
    Date: Jul 4, 2018    Views: 2061

    ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ସୋନାଲୀ ବେନେ୍ଦ୍ରଙ୍କୁ କ୍ୟାନସର ହୋଇଛି । ନିଜେ ସୋନାଲି ଟ୍ୱିଟରରେ ଏ ନେଇ ସୂଚନା ଦେଇଛନ୍ତି । ତାଙ୍କୁ ହାଇଗ୍ରେଡ୍ କ୍ୟାନସର ହୋଇଥିବା ସେ ଟ୍ୱିଟରରେ ପ୍ରକାଶ କରିଛନ୍ତି । ତେବେ ତାଙ୍କର ଚିକିତ୍ସା ପାଇଁ ଏବେ ସେ ନୁ୍ୟୟର୍କରେ ଥିବା କହିଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ତାଙ୍କର ଫ୍ୟାନମାନେ ଦୁଃଖରେ ଭାଙ୍ଗିପଡ଼ିଛନ୍ତି । 

    Maximum 500 characters

    ଅଧିକ ମତାମତ

    God Fully Cure Her soon.

    SUBRAT KR SABAT

    Jul 4, 2018

    କଳା View all

    Find Us on Facebook