Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ହତ୍ୟା ମାମଲାରେ ୧୮ଜଣଙ୍କୁ ଆଜୀବନ ଜେଲ

    Share on :
    Date: Jul 4, 2018    Views: 351

    ବଲାଙ୍ଗୀର: ଏକ ହତ୍ୟା ମାମଲାରେ ୧୮ଜଣଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ବଲାଙ୍ଗୀର ଜିଲ୍ଲା ଜଜ୍ । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ସର୍ତପାଲୀ ଗ୍ରାମର ଚାପଧାରୀ ଜାଲଙ୍କୁ ୨୦୧୧ ମସିହା ଜୁଲାଇ ୫ ତାରିଖରେ ହତ୍ୟା କରାଯାଇଥିଲା । ଏହି ମାମଲାରେ ପୁଲିସ୍ ଖୋଳତାଡ଼ କରି ୧୮ଜଣଙ୍କୁ ଗିରଫ କରିଥିଲା । ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତିକରି ବଲାଙ୍ଗୀର ଜିଲ୍ଲା ଜଜ୍ ଆଜି ୧୮ଜଣଙ୍କୁ ଆଜୀବ ଦଣ୍ଡାଦେଶ ଶୁଣାଇଛନ୍ତି । 

    Maximum 500 characters

    ଆଂଚଳିକ View all

    Find Us on Facebook