Jul 17, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବିଜେପି ନେତା ଶ୍ରୀତମ ଦାସଙ୍କୁ ଜେରା

    Share on :
    Date: Jul 3, 2018    Views: 3569

    ଭୁବନେଶ୍ୱର (ଓଡ଼ିଆ ସ୍ପଟ ନୁ୍ୟଜ) : ଚିଟ୍ଫଣ୍ଡକୁ ନେଇ ବିଜେପି ତୁମ୍ବି ତୋଫାନ କରୁଥିବା ବେଳେ ଅଭିନେତାରୁ ବିଜେପି ନେତା ପାଲଟିଥିବା ଶ୍ରୀତମ ଦାସଙ୍କୁ ପ୍ରବର୍ତନ ନିଦେ୍ର୍ଧଶାଳୟ (ଇଡି) ଜେରା କରିଛି । ‘ତୁ ଥା ମୁଁ ଯାଉଛି ରୁଷି’ ସିନେମାରେ ଚିଟଫଣ୍ଡ ଟଙ୍କା ଲାଗିଥିବା ଅଭିଯୋଗ ଆସିଛି । ଷ୍ଟାର କନସଲଟାନ୍ସୀ ମୁଖ୍ୟ ତି୍ରବେଣୀ ମହାନ୍ତି ଲିଙ୍କରେ ତାଙ୍କୁ ଜେରା କରାଯାଇଛି । ଚିଟଫଣ୍ଡକୁ ନେଇ ପୁଣି ଇଡି ଓ ସିବିଆଇ ସକି୍ରୟ ହୋଇପଡ଼ିଛନ୍ତି । ବର୍ତମାନ ବିଜେପିର ଜଣେ ନେତାଙ୍କୁ ଇଡିର ଜେରାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇପଡ଼ିଛି । ସେହିପରି ସିସୋର ଚିଟ୍ଫଣ୍ଡର ମୁଖ୍ୟ ପ୍ରଶାନ୍ତ ଦାସଙ୍କୁ ଆଜି ସିବିଆଇ ଭୁବନେଶ୍ୱରରେ ଜେରା କରୁଥିବା ସୂଚନା ମିଳିଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook