Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ନିଜ ରେକର୍ଡ ଭାଙ୍ଗିଲେ ଦୂତୀ ଚାନ୍ଦ

    Share on :
    Date: Jun 29, 2018    Views: 507

    ଭୁବନେଶ୍ୱର : ଦୌଡ଼ରାଣୀ ଦୂତୀ ଚାନ୍ଦ ନୂତନ ଜାତୀୟ ରେକଡର଼୍ ସୃଷ୍ଟି କରିଛନ୍ତି  । ନିଜ ପୂର୍ବ ରେକଡର଼୍ ଭାଙ୍ଗି ସେ ନୂଆ ରେକଡର଼୍ର ଅଧିକାରିଣୀ ହୋଇଛନ୍ତି  । ପୂର୍ବରୁ ୧୧.୩୦ ସେକେଣ୍ଡରେ ୧୦୦ ମିଟର ଦୌଡ଼ି ରେକଡର଼୍ କରିଥିଲେ ଦୂତୀ  । କିନ୍ତୁ ଶୁକ୍ରବାର ଗୌହ୍ୱାଟୀ ଠାରେ ସେ ୧୧ .୨୯ ସେକେଣ୍ଡରେ ୧୦୦ ମିଟର ଦୂରତ୍ୱ ଅତିକ୍ରମ କରିଛନ୍ତି  । ଜାତୀୟ ଆନ୍ତଃରାଜ୍ୟ ସିନିୟର ଆଥଲେଟିକସ ଚମ୍ପିଆନସିପ୍ର ୧୦୦ ମିଟର ସେମିଫାଇନାଲରେ ଦୂତୀ ଏହି ରେକଡର଼୍ ସୃଷ୍ଟି କରିଛନ୍ତି  ।

    Maximum 500 characters

    ଖେଳ ଖବର View all

    Find Us on Facebook