Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ୨ରୁ ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ

    Share on :
    Date: Jun 28, 2018    Views: 661

    ଭୁବନେଶ୍ୱର: ଆସନ୍ତା ଜୁଲାଇ ୨ ତାରିଖ ସୋମବାରଠାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲିବ ଏବଂ ପୂର୍ବଭଳି ଜନସାଧାରଣ ଅଭିଯୋଗ ପ୍ରକୋଷ୍ଠକୁ ଆସି ସେମାନଙ୍କ ଅଭିଯୋଗ ସଂପର୍କରେ ଜଣାଇପାରିବେ । ଏହାସହିତ ଜିଲ୍ଲାସ୍ତରରେ ଜିଲ୍ଳାପାଳ ଓ ଏସ୍ପିଙ୍କ ଅଭିଯୋଗ ପ୍ରକୋଷ୍ଠଗୁଡ଼ିକ ମଧ୍ୟ ଜୁଲାଇ ୨ ତାରିଖରେ ଖୋଲିବ । ସୂଚନାଯୋଗ୍ୟ ଯେ ପ୍ରଚଣ୍ଡ ଗ୍ରୀଷ୍ଣପ୍ରବାହକୁ ଦୃଷ୍ଟିରେ ରଖି ଅପ୍ରେଲ ୩୦ ତାରିଖରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସମେତ ଜିଲ୍ଲାସ୍ତରୀୟ ଅଭିଯୋଗ ସେଲଗୁଡ଼ିକ ବନ୍ଦ ରହିଥିଲା । 

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook