Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଚଣ୍ଡୀଖୋଲ ପେଟ୍ରୋଲିୟମ ଡିପୋକୁ କେନ୍ଦ୍ର କ୍ୟାବିନେଟର ମଂଜୁରୀ

    Share on :
    Date: Jun 27, 2018    Views: 79

    ନୂଆଦିଲ୍ଲୀ : ଚଣ୍ଡୀଖୋଲରେ ପେଟ୍ରୋଲିୟମ ଡିପୋ ପ୍ରତିଷ୍ଠା କରାଯିବ  । ପୂର୍ବରୁ ବଜେଟରେ ଏହା ଘୋଷଣା କରାଯାଇଥିବାବେଳେ ଆଜି କେନ୍ଦ୍ର କ୍ୟାବିନେଟ ଏହାକୁ ମଂଜୁରୀ ପ୍ରଦାନ କରିଛନ୍ତି  । ଏହି ଡିପୋଟି ୪ ନିୟୁତ ଟନ ବିଶିଷ୍ଟ ହେବ  । ଜରୁରୀକାଳୀନ ସମୟରେ ଏହି ତୈଳ ବ୍ୟବହାର କରାଯିବ  । 

    ସୂଚନାଯୋଗ୍ୟଯେ, ୨୦୧୭-୧୮ କେନ୍ଦ୍ର ବଜେଟରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏହା ଘୋଷଣା କରିଥିଲେ  । ଏହାଦ୍ୱାରା ଦେଶର ପେଟ୍ରୋଲିୟମ ସଂରକ୍ଷଣ କ୍ଷମତା ବୃଦ୍ଧି ପାଇପାରିବ  । ସାଧାରଣତଃ ପ୍ରତି ଦେଶ ନିକଟରେ ୯୦ ଦିନ ପାଇଁ ତୈଳ ସଂରକ୍ଷଣ ରଖିବାର ଆବଶ୍ୟକତା ରହିଛି  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook