Jul 17, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଏକକାଳୀନ ନିର୍ବାଚନ ନେଇ ନବୀନଙ୍କ ମତ ଲୋଡ଼ିଲେ ଜାତୀୟ ଆଇନ କମିଶନ

    Share on :
    Date: Jun 26, 2018    Views: 1595

    ଭୁବନେଶ୍ୱର : ଏକକାଳୀନ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖିଛନ୍ତି ଜାତୀୟ ଆଇନ କମିଶନ  । ଦେଶରେ ଏକତ୍ର ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ଠାରୁ ମତ ନିଆଯାଉଛି  । ଏନେଇ ବିଜେଡ଼ିର ମଧ୍ୟ ମତ ନିଆଯିବ  । ଆସନ୍ତା ଜୁଲାଇ ୭ କିମ୍ବା ୮ରେ କମିଶନଙ୍କ ନିକଟରେ ଉପସ୍ଥିତ ରହି ମତ ଦେବାକୁ ଆଇନ କମିଶନ ପତ୍ରରେ ଉଲ୍ଳେଖ କରିଛନ୍ତି  । ଯଦି ନିଜେ ନଆସିପାରିବେ ତେବେ ପ୍ରତିନିଧି ପଠାଇବାକୁ କମିଶନ କହିଛନ୍ତି  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook