Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସ୍ୱାସ୍ଥ୍ୟବିଜ୍ଞାନ

ମୁଖ୍ୟ ଖବର

    ସ୍ଲିମ ହେବାର ସହଜ ଉପାୟ

    Share on :
    Date: Jun 21, 2018    Views: 311

    ଆପଣଙ୍କ ଓଜନ ବୃଦ୍ଧି ପାଉଥିବାରୁ ଆପଣ ଚିନ୍ତିତ କି? ଚାହିଁଲେ ବି ସହଜରେ ଓଜନ ହ୍ରାସ କରିପାରୁନାହାନ୍ତି । ତେବେ ସ୍ଲିମ ହେବା ପାଇଁ କେତେକ ସହଜ ଉପାୟ ଜାଣନ୍ତୁ । ଘରେ ବସି ଏହିସବୁ ନିଜେ କରିପାରିବେ । 

    1. ପ୍ରତିଦିନ ସକାଳେ ଖାଲି ପେଟରେ ଗୋଟିଏ କିମ୍ବା ଦୁଇଟି ଟମାଟୋ ଖାଆନ୍ତୁ । 

    2. ଏକ ଗ୍ଲାସ ପାଣିରେ ୩ଚାମଚ ଲେମ୍ବୁରସ, ଦୁଇ ଚିମୁଟାଏ ଗୋଲମରିଚ ଗୁଣ୍ଡ ଓ ଏକଚାମଚ ମହୁ ମିଶାଇ ପିଅନ୍ତୁ । 

    3. ଏକ ଗ୍ଲାସ ପାଣିରେ ଅଦା ଓ ଲେମ୍ବୁ ରସ ମିଶାଇ ଗରମ କରି ପିଅନ୍ତୁ । 

    4. ଅଙ୍ଗୁର, ଅମୃତଭଣ୍ଡା, ସପୁରୀ, ସେଓ ଓ ବିନସ୍, ଲିଚୁ ଆଦି ଫଳ ଖାଦ୍ୟରେ ସାମିଲ କରନ୍ତୁ । 

    5. ଅଧିକ ଲୁଣ ଖାଆନ୍ତୁ ନାହିଁ, ଏହା ଆପଣଙ୍କୁ ମୋଟା କରାଇଦେବ । 

    6. ଭାତ ଓ ଆଳୁ ଅଧିକ ଖାଆନ୍ତୁ ନାହିଁ । ଯେତେ ସମ୍ଭବ କମ ଭାତ ଖାଆନ୍ତୁ । 

    Maximum 500 characters

    ସ୍ୱାସ୍ଥ୍ୟବିଜ୍ଞାନ View all

    Find Us on Facebook