Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୩ ଫ୍ୟାମିଲି କୋର୍ଟ

    Share on :
    Date: Jun 20, 2018    Views: 149

    ଭୁବନେଶ୍ୱର : ରାଜ୍ୟରେ ଆଉ ୩ଟି ଫ୍ୟାମିଲି କୋର୍ଟ ପ୍ରତିଷ୍ଠା ହେବ  । ଏଥିପାଇଁ ୩ ଜିଲ୍ଲା ଜଜ ଓ ୩୩ ମିନିଷ୍ଟିରିଆଲ ପଦବୀ ସୃଷ୍ଟି ହୋଇଛି  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନୂତନ ପଦବୀକୁ ମଂଜୁରୀ ପ୍ରଦାନ କରିଛନ୍ତି  । ଜଗତସିଂହପୁର, ଝାରସୁଗୁଡ଼ା ଓ ଦେବଗଡ଼ରେ ଏହି ଫ୍ୟାମିଲି କୋର୍ଟ ପ୍ରତିଷ୍ଠା କରାଯିବ  । ଏହି ୩ ଫ୍ୟାମିଲି କୋର୍ଟ ପାଇଁ ୩୬ ପଦବୀକୁ ମଂଜୁରୀ ପ୍ରଦାନ କରାଯାଇଛି  ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook