Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

କଳା

ମୁଖ୍ୟ ଖବର

    ପୁଣି ବିବାଦରେ ସୋନା ମହାପାତ୍ର

    Share on :
    Date: Jun 18, 2018    Views: 2051

    ଭୁବନେଶ୍ୱର (ଓଡ଼ିଆ ସ୍ପଟ ନୁ୍ୟଜ) : ରଙ୍ଗବତୀ ଗୀତକୁ ଭିନ୍ନ ସ୍ୱରରେ ଗାଇ ବିବାଦ ଘେରକୁ ଆସିଥିବା ଗାୟିକା ସୋନା ମହାପାତ୍ର ପୁଣି ଆଉ ଏକ ବିବାଦକୁ ଟାଣି ହୋଇଯାଇଛନ୍ତି । ନିକଟରେ ଶ୍ରୀଜଗନ୍ନାଥଙ୍କ ଲୋକପି୍ରୟ ଜଣାଣ ‘ଆହେ ନୀଳ ଶୈଳ’ର କେତେକ ଶବ୍ଦକୁ କଦର୍ଥ କରି ଗାଇଥିବାରୁ ବିବାଦ ଘେରକୁ ଆସିଛନ୍ତି । ‘ସାଲବେଗ’ ଶବ୍ଦକୁ ‘ସାଲେବେଗ’ ଓ ‘ଚରଣ’ ଶବ୍ଦକୁ ‘ଚରଣେ’ ଉଦ୍ଧରିଲକୁ ଉଦ୍ଧାରିଲା ଗାଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ତାଙ୍କର ଏପରି ଭଜନ ଗାୟନକୁ ନେଇ ତୀବ୍ର ପ୍ରତିକି୍ରୟା ପ୍ରକାଶ ପାଇଛି । 

     

    Maximum 500 characters

    କଳା View all

    Find Us on Facebook