Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଗୃହରକ୍ଷୀଙ୍କୁ ଯବାନଙ୍କ ଦୁଷ୍କର୍ମ ଅଭିଯୋଗ

    Share on :
    Date: Jun 16, 2018    Views: 681

    ଭୁବନେଶ୍ୱର (ଓଡ଼ିଆ ସ୍ପଟ ନୁ୍ୟଜ) : କୁନ୍ଦୁଲି ଘଟଣା ମନରୁ ଲିଭିନଥିବାବେଳେ ପୁଣି ଏକ କୁକର୍ମ ଘଟଣା ଯବାନଙ୍କ ଦେହରେ କଳଙ୍କର ଛିଟା ଲଗାଇ ଦେଇଛି  । ଜି ଉଦୟଗିରି ବାଲିଗୁଡ଼ା ଅଂଚଳର ଏହି ଘଟଣାକୁ ନେଇ ବେଶ ଚର୍ଚ୍ଚା ସୃଷ୍ଟି ହୋଇଛି  । ମିଳିଥିବା ସୂଚନାନୁଯାୟୀ, ଘରେ କେହି ନଥିବାବେଳେ ସେନାରେ ଥିବା ଜଣେ ଯବାନ ଜନୈକା ଗୃହରକ୍ଷୀଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି  । ଏନେଇ ଜିଉଦୟଗିରି ଥାନାରେ ସଂପୃକ୍ତ ପୀଡ଼ିତା ଗୃହରକ୍ଷୀ ଅଭିଯୋଗ କରିଛନ୍ତି  । ଅଭିଯୋଗ ଆଧାରରେ ପୁଲିସ ଯବାନଙ୍କୁ ଅଟକ ରଖି ତଦନ୍ତ ଚଳାଇଛି  । 

    Maximum 500 characters

    ଆଂଚଳିକ View all

    Find Us on Facebook