Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ୭୦ ଲକ୍ଷ ପରିବାରକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ସହାୟତା

    Share on :
    Date: Jun 12, 2018    Views: 1857

    ଭୁବନେଶ୍ବର : ନବୀନ ସରକାର ଏକ ବଡ ଘୋଷଣା କରିଛନ୍ତି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ପ୍ରତି ପରିବାରକୁ ୫ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ସୁରକ୍ଷା ସହାୟତା ପ୍ରଦାନ କରାଯିବ। ଏହି ଯୋଜନା ଅଗଷ୍ଟ ୧୫ରୁ ଆରମ୍ଭ ହେବ। ଏଥିରେ ୭୦ ଲକ୍ଷ ପରିବାର ଉପକୃତ ହେବେ। ସେହିପରି ସବୁ ସରକାରୀ ହସପିଟାଲରେ ମାଗଣାରେ ଚିକିତ୍ସା ସୁବିଧା ମିଳିବ। ଏତଦବ୍ୟତୀତ ପ୍ରସୂତି, ନବଜାତ ଓ ଅସୁସ୍ଥ ଶିଶୁ ଡାକ୍ତରଖାନାରେ ଘରକୁ ଆସିବା ପାଇଁ ୫ ଶହ ଟଙ୍କା ଯାତାୟାତ ଖର୍ଚ୍ଚ ପ୍ରଦାନ କରାଯିବ।

    Read more

    ବିପଜ୍ଜନକ ବୀଜାଣୁ


    କ୍ଲୋଷ୍ଟିଡୀଅମ୍ ହେଉଛି ଏକ ବିପଜ୍ଜନକ ବୀଜାଣୁ  । ଏହା ଅମ୍ଳଜାନର ଅନୁପସ୍ଥିତିରେ ମଧ୍ୟ ଜୀବିତ ରହିପାରେ  । ଏହା ବୋଟାକ୍ସ ପ୍ରସ୍ତୁତ କରେ, ଯାହା ବ୍ୟବହାର କରି ପ୍ଲାଷ୍ଟିକ୍ ସର୍ଜରୀ ଦ୍ୱାରା ତ୍ୱଚାକୁ କୋମଳ କରାଯାଏ  । ମାତ୍ର ଯଦି ଏହି ବୀଜାଣୁ ଖାଦ୍ୟରେ ମିଶେ, ...

    Read more

    ଚିକିତ୍ସା ଅବହେଳା : ପ୍ରସବ ପରେ ଆଖି ବୁଜିଲେ ମାଜିଷ୍ଟ୍ରେଟ୍‍

    ସମ୍ବଲପୁର : ଚିକିତ୍ସା ଅବହେଳା ଯୋଗୁଁ ପ୍ରସବର ୩ ଘଣ୍ଟା ପରେ ସମ୍ବଲପୁର ପ୍ରଥମ ଶ୍ରେଣୀ ଜେଏଫଏମସି ଜୁଡ଼ିସିଆଲ୍‍ ମାଜିଷ୍ଟ୍ରେଟ୍‍ ଚମ୍ପାବତି ହାତୀଙ୍କର ମୃତୁ୍ୟ ଘଟିଛି  । ଅପରପକ୍ଷରେ ଏନେଇ ତାଙ୍କ ସ୍ୱାମୀ ଅମୂଲ୍ୟ ହାତୀ ଅଇଁଠାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି ...

    Maximum 500 characters

    ଅଧିକ ମତାମତ

    Form Odisha. At ekamania. Post Keraraghra. Dist. Kendarapa. Aul balaka

    Manash Ranjan Das

    Jun 13, 2018

    ଯୋଜନା ଓ ବିକାଶ View all

    Find Us on Facebook