Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବିଶ୍ୱ ପାଇଁ ସୁଖବର : ସିଙ୍ଗାପୁର ଚୁକ୍ତିରେ ସ୍ୱାକ୍ଷର କଲେ ଡୋନାଲଡ଼ ଟ୍ରମ୍ଫ-କିମ ଜଙ୍ଗ

    Share on :
    Date: Jun 12, 2018    Views: 347

    ସିଙ୍ଗାପୁର : ଆମେରିକା ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ଫ ଓ ଉତରକୋରିଆର ଏକଛତ୍ରବାଦୀ ଶାସକ କିମ ଜିଙ୍ଗଙ୍କ ମଧ୍ୟରେ ଆଲୋଚନା ସଫଳ ହୋଇଛି  । ସାରା ବିଶ୍ୱର ନଜର ଏହା ଉପରେ ନିବଦ୍ଧ ରହିଥିଲା  । ସିଙ୍ଗାପୁରରେ ଉଭୟ ନେତା ସାକ୍ଷାତ ଆଲୋଚନା କରିବା ସହ ସିଙ୍ଗାପୁର ଚୁକ୍ତିରେ ସ୍ୱାକ୍ଷର କରିଛନ୍ତି  । ଆଜି ଦୁଇ ଦଫାରେ ଦୁଇ ନେତା ୫୦ ମିନିଟ୍ ଆଲୋଚନା କରିଥିଲେ  । ଏନେଇ ଡୋନାଲଡ଼ କହିଛନ୍ତିଯେ, ବିଶ୍ୱବାସୀ ଏକ ଭଲ ଖବର ପାଇଛନ୍ତି  । ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ଦିଗରେ ଏହି ଚୁକ୍ତି ସହାୟକ ହୋଇପାରିବ  । ଅପରପକ୍ଷରେ ଏହି ବୁଝାମଣା ଓ ଭେଟଘାଟକୁ ଐତିହାସିକ ବୋଲି କହିଛନ୍ତି କିମ୍ ଜିଙ୍ଗ  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook