Jun 21, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଏମସରେ ବାଜପାୟୀ

    Share on :
    Date: Jun 11, 2018    Views: 4059

    ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ ଏମସ ହସପିଟାଲରେ ଭର୍ତି ହୋଇଛନ୍ତି  । ତେବେ ତାଙ୍କର ଅବସ୍ଥା ସଂକଟାପନ୍ନ ରହିଛି ବୋଲି କୁହାଯାଉଥିବାବେଳେ ତାହା ରୁଟିନ ଚେକ ଅପ୍ ବୋଲି ଡାକ୍ତରମାନେ ପ୍ରକାଶ କରିଛନ୍ତି  । ଗତ କିଛି ବର୍ଷ ଧରି ବାଜପାୟୀ ଅସୁସ୍ଥ ଅଛନ୍ତି  । ନିଜ ବାସଭବନରେ ସେ ଡାକ୍ତରଙ୍କ ତତ୍ୱାବଧାନରେ ଚିକିତ୍ସିତ ହେଉଛନ୍ତି  । ତେବେ ସୋମବାର ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ଏମସରେ ଭର୍ତି କରାଯାଇଛି  । ଏମସ ନିଦେ୍ର୍ଧଶକ ଡାକ୍ତର ରଣଦୀପ ଗୁଲେରିଆ ତାଙ୍କର ଚିକିତ୍ସା କରୁଛନ୍ତି  । ଗତ ୩ ଦଶନ୍ଧି ଧରି ଡାକ୍ତର ଗୁଲେରିଆ ବାଜପାୟୀଙ୍କର ବ୍ୟକ୍ତିଗତ ଡାକ୍ତର ଭାବେ ଚିକିତ୍ସା କରି ଆସୁଛନ୍ତି  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook