Jun 21, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ‘୮୦ ବର୍ଷର ଓଡ଼ିଶା ବଜେଟ’ ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

    Share on :
    Date: Jun 11, 2018    Views: 37

    ଭୁବନେଶ୍ୱର : ‘୮୦ ବର୍ଷର ଓଡ଼ିଶା ବଜେଟ୍’ ପୁସ୍ତକକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି  । ଗତ ୮୦ ବର୍ଷ ମଧ୍ୟରେ ଓଡ଼ିଶାର ଅନେକ ପ୍ରଗତି ହୋଇଛି  । ଶିକ୍ଷା, ସ୍ୱାସ୍ଥ୍ୟ ଓ ଭିତ୍ତିଭୂମି କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ହୋଇଛି ବୋଲି ପୁସ୍ତକ ଉନ୍ମୋଚନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି  । ଏହି ପୁସ୍ତକ ଉନ୍ମୋଚନ ଅବସରରେ ବାଚସ୍ପତି ପ୍ରଦୀପ କୁମାର ଅମାତ୍, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ଅର୍ଥମନ୍ତ୍ରୀ ଶଶୀ ଭୂଷଣ ବେହେରା, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ୍ ପ୍ରମୁଖ ଉପସ୍ଥିତ ଥିଲେ  ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook