Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବିନା ପରୀକ୍ଷାରେ ଯୁଗ୍ମ ସଚିବ

    Share on :
    Date: Jun 11, 2018    Views: 99

    ନୂଆଦିଲ୍ଲୀ : କେନ୍ଦ୍ର ସରକାର କର୍ମଚାରୀ ଚୟନ ନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଆଣିଛନ୍ତି  । ଲାଟେରାଲ ଏଂଟ୍ରି ନାମରେ ଏକ ନୂତନ ଯୋଜନା କରାଯାଇଛି  । ଏହି ଯୋଜନାରେ ନିଯୁକ୍ତି ପାଇଁ ୧୦ଟି ଯୁଗ୍ମ ସଚିବ ପଦ ରଖାଯାଇଛି  । ୟୁପିଏସସି ପରୀକ୍ଷା ନଦେଇ ମଧ୍ୟ ଏମାନେ ଏସବୁ ପଦରେ ନିଯୁକ୍ତି ପାଇପାରିବେ  । ରାଜସ୍ୱ ବିଭଗା, ଆର୍ଥିକ ସେବା ବିଭାଗ, ଅର୍ଥନୈତିକ ବ୍ୟାପାର ବିଭାଗ, କୃଷି ଏବଂ କୃଷକ ମଙ୍ଗଳ ବିଭାଗ, ସଡ଼କ ପରିବହନ ଓ ରାଜପଥ ବିଭାଗ, ଜାହାଜ ଚଳାଚଳ ବିଭାଗ, ପରିବେଶ, ଜଙ୍ଗଲ ଓ ଜଳବାୟୂ ପରିବର୍ତ୍ତନ ବିଭାଗ, ନବୀନ ଓ ଅକ୍ଷୟ ଶକ୍ତି ବିଭାଗ, ବେସାମରିକ ବିମାନ ଚଳାଚଳ ବିଭାଗ ଏବଂ ବାଣିଜ୍ୟ ବିଭାଗର ଯୁଗ୍ମ ସଚିବ ପଦ ଏଥିପାଇଁ ଉଦ୍ଧିଷ୍ଟ ରହିଛି  । ୟୁପିଏସସି ପରୀକ୍ଷାରେ ପାଶ୍ କଲେ ଏହି ପଦରେ ନିଯୁକ୍ତି ମିଳିଥାଏ  । ତେବେ ପ୍ରତିଭା ସମ୍ପନ୍ନ ବ୍ୟକ୍ତିମାନଙ୍କୁ ଆକôୃଷ୍ଟ କରିବା ଲାଗି ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଥିବାବେଳେ ଆକର୍ଷଣୀୟ ବେତନ ମଧ୍ୟ ପ୍ରଦାନ କରିବେ  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook