Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଧର୍ମେନ୍ଦ୍ରଙ୍କୁ ଅରୁଣ ସାହୁଙ୍କ ଇଲେଇତି

    Share on :
    Date: Jun 9, 2018    Views: 4113

    ଭୁବନେଶ୍ୱର : କଳାପାହାଡ଼କୁ ନେଇ ଦୁଇ ପୁରୁଣା ବନ୍ଧୁଙ୍କ ମଧ୍ୟରେ ରୋଚକ କଥା କଟାକଟି ହୋଇଛି  । ଧର୍ମେନ୍ଦ୍ର ପ୍ରଧାନଙ୍କ କଳାପାହାଡ଼ ଉପାଖ୍ୟାନର କଡ଼ା ଜବାବ ଦେଇଛନ୍ତି ଅରୁଣ ସାହୁ  । ଅରୁଣ କହିଛନ୍ତିଯେ, କଳାପାହାଡ଼ ଓଡ଼ିଶାର ଲୋକ ଥିଲା । ହେଲେ ସେ ବାହାରକୁ ଯାଇ ଓଡ଼ିଶା ଉପରେ ଦାଉ ସାଧିଥିଲା  । ସେମିତି ଓଡ଼ିଆରେ ଗୋଟିଏ ଢ଼ଗ ଅଛି  । ଆଇଲା କଳାପାହାଡ଼, ଭାଙ୍ଗିଲା ଲୁହାର ବାଡ଼, ପିଇଲା ମହାନଦୀର ପାଣି  । ମହାନଦୀର ପାଣି କିଏ ପିଇଛି ତାହା ଓଡ଼ିଶାବାସୀ ଜାଣନ୍ତି  । ଅରୁଣଙ୍କ ଏଭଳି କଟାକ୍ଷକୁ ନେଇ ବେଶ୍ ଚର୍ଚ୍ଚା ହେଉଛି  ।

    Maximum 500 characters

    ଅଧିକ ମତାମତ

    TELA MANTRINKA TELA bhari padila

    Barala.g

    Jun 9, 2018

    ରାଜନୀତି ତଡ଼କା View all

    Find Us on Facebook