Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    କିଏ ହେଲେ କେଉଁ ଜିଲ୍ଲାର କଂଗ୍ରେସ ସଭାପତି

    Share on :
    Date: Jun 9, 2018    Views: 19745

    ଭୁବନେଶ୍ୱର : ଏଆଇସିସି ହାଇକମାଣ୍ଡ ରାହୁଲ ଗାନ୍ଧୀଙ୍କ ଅନୁମୋଦନ ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଜିଲ୍ଲା କଂଗ୍ରେସ ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କ ନାମ ଘୋଷଣା କରିଛନ୍ତି  ।ଜୁଲାଇ ଶେଷ ଆଡ଼କୁ କିମ୍ବା ଅଗଷ୍ଟ ପ୍ରାରମ୍ଭରେ ରାହୁଲ ଗାନ୍ଧୀ ଓଡ଼ିଶା ଆସିବେ ବୋଲି କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି  । ୧୧ ଜିଲ୍ଲାରେ ସଭାପତି ଅପରିବର୍ତ୍ତିତ ରହିଥିବାବେଳେ ୨୨ ଜିଲ୍ଲାରେ ସଭାପତି ବଦଳିଛନ୍ତି  ।

    ଅନୁଗୁଳ : ବିପ୍ଲବ ଜେନା (ସଭାପତି), ଅମ୍ବିକା ଭଟ୍ଟ ଓ ସୁରେଶ ବେହେରା (କାର୍ଯ୍ୟକାରୀ ସଭାପତି)
    ବରଗଡ଼ : ସଭାପତି ସତ୍ୟଭୂଷଣ ସାହୁ (ସଭାପତି), ଯୁଗଳ କିଶୋର ସିଂହ ଓ ବିଜୟ କୁମାର ସ୍ୱାହୀ (କାର୍ଯ୍ୟକାରୀ ସଭାପତି)
    ବୌଦ୍ଧ : ସୁଧିର ମହାକୁଡ଼
    ବଲାଙ୍ଗୀର : ଦିଲ୍ଲୀପ ବେହେରା (ସଭାପତି), ଡମ୍ବରୁଧର ଛତ୍ରିଆ (କାର୍ଯ୍ୟକାରୀ ସଭାପତି)
    ବାଲେଶ୍ୱର : ଶରତ ରାଜ (ସଭାପତି), ତପନ ଦାସ, ସଂଜୀବ ଗିରି ଓ ମାନସ ଦାସ ପଟ୍ଟନାୟକ (କାର୍ଯ୍ୟକାରୀ ସଭାପତି)
    ଭଦ୍ରକ : ଅଶୋକ ଦାସ (ସଭାପତି), ନଳିନୀକାନ୍ତ ମହାନ୍ତି (କାର୍ଯ୍ୟକାରୀ ସଭାପତି)
    କଟକ : ଗୁରୁପଦ ନନ୍ଦ (ସଭାପତି), ବିଶ୍ୱଜିତ ଦାସ ଓ ପୁଷ୍ପା ସାମଲ (କାର୍ଯ୍ୟକାରୀ ସଭାପତି)
    ଦେବଗଡ଼ : ଉମାକାନ୍ତ ସାହୁ (ସଭାପତି)
    ଢେଙ୍କାନାଳ : ସୁରେଶ ପାଣିଗ୍ରାହୀ (ସଭାପତି), ସରୋଜ ପଟ୍ଟନାୟକ ଓ ପ୍ରବଳକାନ୍ତ ସାହୁ (କାର୍ଯ୍ୟକାରୀ ସଭାପତି)
    ଗଞ୍ଜାମ : ଡକ୍ଟର ତ୍ରିନାଥ ବେହେରା (ସଭାପତି), ଆଡ଼ଭୋକେଟ ଦୀପକ ପଟ୍ଟନାୟକ, ପୀତବାସ ପଣ୍ଡା ଓ ସାକା ସୁଜିତ (କାର୍ଯ୍ୟକାରୀ ସଭାପତି)
    ବ୍ରହ୍ମପୁର ସହର ସଭାପତି ପ୍ରମୋଦ ଜେନା
    ଗଜପତି : ବିଭୂତି ପାତ୍ର (ସଭାପତି), ଜି ତିରୁପତି ରାଓ (କାର୍ଯ୍ୟକାରୀ ସଭାପତି)
    ଯାଜପୁର : ମନୋଜ ରାଉତ (ସଭାପତି), ବିଷ୍ଣୁ ଚରଣ ରାଉତ ଓ ବଳଭଦ୍ର ଦାସ (କାର୍ଯ୍ୟକାରୀ ସଭାପତି)
    ଜଗତସିଂହପୁର : ନଟବର ବାରିକ (ସଭାପତି), ଚରଣ ରାଉତ ଓ ଶିବ ପ୍ରସାଦ ଦାସ (କାର୍ଯ୍ୟକାରୀ ସଭାପତି)
    ଝାରସୁଗୁଡ଼ା : ଗିରୀଶ ରଞ୍ଜନ ପଣ୍ଡା (ସଭାପତି), ବିଶାଲ କୁମାର ଦାସ (କାର୍ଯ୍ୟକାରୀ ସଭାପତି)
    କଳାହାଣ୍ଡି : ଭାରତ ଭୂଷଣ ବେମାଲ (ସଭାପତି), ପର୍ଶୁରାମ ପାଢ଼ୀ (କାର୍ଯ୍ୟକାରୀ ସଭାପତି)
    କନ୍ଧମାଳ : ବରୁଣ ଭୋଇ (ସଭାପତି), ସୀମାଚଂଳ ଆଚାର୍ଯ୍ୟ ଓ ଆଡ଼ଭୋକେଟ ସନ୍ତୋଷ ପଟ୍ଟନାୟକ (କାର୍ଯ୍ୟକାରୀ ସଭାପତି)
    କେନ୍ଦୁଝର : ମୋହନ କୁମାର ପରିଡ଼ା (ସଭାପତି), ବିପ୍ଲବ କୁମାର ମିଶ୍ର, ନିହାର ରଞ୍ଜନ ଜେନା ଏବଂ ରତିକାନ୍ତ ବରାଳ (କାର୍ଯ୍ୟକାରୀ ସଭାପତି)
    କେନ୍ଦ୍ରାପଡ଼ା : ଚିନ୍ମୟ ପ୍ରସାଦ ବେହୁରା (ସଭାପତି), ଆକବର ଅଲ୍ଲୀ, ପ୍ରଫୁଲ୍ଲ ଦାସ ଏବଂ ମାନସ ମଲ୍ଲିକ (କାର୍ଯ୍ୟକାରୀ ସଭାପତି)
    କୋରାପୁଟ : ମୀନାକ୍ଷୀ ବାହିନୀପତି (ସଭାପତି), ରୁପକ ତୁରୁକ (କାର୍ଯ୍ୟକାରୀ ସଭାପତି)
    ଖୋର୍ଦ୍ଧା : ସୁରେଶ ରାଉତରାୟ (ସଭାପତି), ରାମଚନ୍ଦ୍ର ମହାପାତ୍ର, ଯୋଗୀନାଥ ବାହୁବଳେନ୍ଦ୍ର ଓ ସ୍ୱାଗତିକା ପଟ୍ଟନାୟକ (କାର୍ଯ୍ୟକାରୀ ସଭାପତି)
    ମାଲକାନାଗିରି : ଗୋବିନ୍ଦ ଚନ୍ଦ୍ର ପାତ୍ର (ସଭାପତି), ଆଡ଼ଭୋକେଟ ରାମ ପଟ୍ଟନାୟକ (କାର୍ଯ୍ୟକାରୀ ସଭାପତି)
    ମୟୂରଭଞ୍ଜ : ହେମନ୍ତ ଦାସ (ସଭାପତି), ପ୍ରଫୁଲ୍ଲ ସାହୁ, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ଲକ୍ଷ୍ମଣ ମାଝୀ ଏବଂ ଭୁବନ ସାହୁ (କାର୍ଯ୍ୟକାରୀ ସଭାପତି)
    ନୂଆପଡ଼ା : ଘାସିରାମ ମାଝୀ
    ନବରଙ୍ଗପୁର : ମନୋରଞ୍ଜନ ତ୍ରିପାଠୀ (ସଭାପତି)
    ନୟାଗଡ଼ : ରଂଜୀତ ଦାସ (ସଭାପତି), ହୁସେନ ଖାନ୍, ମନୋଜ କୁମାର ସାହୁ ଏବଂ କମଳ ଚନ୍ଦ୍ର ସାହୁ (କାର୍ଯ୍ୟକାରୀ ସଭାପତି)
    ପୁରୀ : ସତ୍ୟବ୍ରତ ପାତ୍ର (ସଭାପତି), ଅଜିତ୍ ମଙ୍ଗରାଜ, ପୂର୍ଣ୍ଣଚନ୍ଦ୍ର ନାଏକ (କାର୍ଯ୍ୟକାରୀ ସଭାପତି)
    ସୁନ୍ଦରଗଡ଼ : ବେଣୁମାଧବ ତ୍ରିପାଠୀ (ସଭାପତି), ଡାକ୍ତର ରାଜେନ୍ଦ୍ର ଏକ୍କା, ଅଜୟ କୁମାର ବହିଦାର ଏବଂ ସୁନୀତା ବିଶ୍ୱାଳ (କାର୍ଯ୍ୟକାରୀ ସଭାପତି)
    ସମ୍ବଲପୁର : ଅଶ୍ୱିନୀ ଗୁରୁ (ସଭାପତି), ଦିବେନ ପତି (କାର୍ଯ୍ୟକାରୀ ସଭାପତି)
    ସୁବର୍ଣ୍ଣପୁର : ଶଙ୍କର ଦାସ (ସଭାପତି), ସୁବ୍ରତ କୁମାର ସେଠୀ ଓ ତି୍ରପୁରାରୀ ସେଠୀ (କାର୍ଯ୍ୟକାରୀ ସଭାପତି)
    ରାଉରକେଲା : ରବି ରାୟ (ସଭାପତି), ସବିର ହୁସେନ୍ (କାର୍ଯ୍ୟକାରୀ ସଭାପତି)
    କଟକ ନଗର : ମହମ୍ମଦ ମୁକିମ୍
    ଭୁବନେଶ୍ୱର : ମାନସ ଚୌଧୁରୀ (ସଭାପତି), ରଶ୍ମୀ ମହାପାତ୍ର (କାର୍ଯ୍ୟକାରୀ ସଭାପତି)
    ରାୟଗଡ଼ା : ଦୁର୍ଗା ପ୍ରସାଦ ପଣ୍ଡା
    ୧୧ ଜିଲ୍ଲାରେ ସଭାପତି ଅପରିବର୍ତ୍ତିତ ରହିଥିବାବେଳେ ୨୨ ଜିଲ୍ଲାରେ ସଭାପତି ବଦଳିଛନ୍ତି  ।

    Maximum 500 characters

    ଅଧିକ ମତାମତ

    Very Good Decison

    Chinmaya Behera

    Jun 9, 2018

    I am from phulbani i congraculate barun bhoi as dcc president and thanks to niranjan pattnaik pcc president and Rahul gandhi AICC president for appointed as dcc president of kandhmal

    Akhyaya pattnaik

    Jun 9, 2018

    ରାଜନୀତି View all

    Find Us on Facebook