Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ପ୍ରତାପ ଦେବ ଓ ଅରୁଣ ସାହୁ ମୋର ଭଲ ବନ୍ଧୁ : ଧର୍ମେନ୍ଦ୍ର

    Share on :
    Date: Jun 9, 2018    Views: 4505

    ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀଙ୍କ କଥାରେ ତାଳମେଳ ରହୁନାହିଁ ବୋଲି ବିଜେଡ଼ିର ଅଭିଯୋଗ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  । ଧର୍ମେନ୍ଦ୍ର କହିଛନ୍ତିଯେ, ପ୍ରଥମେ ବିଜେଡ଼ି ନେତାମାନେ ନିଜ ମଧ୍ୟରେ ଭଲ ତାଳମେଳ ରଖନ୍ତୁ  । ପ୍ରତାପ ଦେବ ଓ ଅରୁଣ ସାହୁ ମୋର ଭଲ ବନ୍ଧୁ  । ସେ ଆସିଲେ ତାଙ୍କୁ ବୁଝାଇବି ଓ ଚା’ ପିଆଇବି  । କେନ୍ଦ୍ରମନ୍ତ୍ରୀଙ୍କ କଥାରେ ତାଳମେଳ ଅଛି କି ନାହିଁ ବିଭାଗୀୟ ଅଧିକାରୀଙ୍କୁ ପଚାରି ବୁଝନ୍ତୁ  । ରାଜନୀତିକ ଦୃଷ୍ଟିକୋଣରୁ ବିଜେଡ଼ି ଏଭଳି ଅଭିଯୋଗ କରୁଛି ବୋଲି ଧର୍ମେନ୍ଦ୍ର କହିଛନ୍ତି  । 

    Read more

    ବିଜେପି ସଭାପତି ଦୌଡ଼ରେ ଧର୍ମେନ୍ଦ୍ର ପ୍ରଧାନ

    ଭୁବନେଶ୍ୱର : ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ଏବେ ଜାତୀୟ ରାଜନୀତିରେ ଜୋରଦାର ଚର୍ଚ୍ଚା ହେଉଛି  । ବିଜେପି ଅଧ୍ୟକ୍ଷ ଅମିତ ଶାହା କେନ୍ଦ୍ରମନ୍ତ୍ରୀ ହେବାକୁ ଯାଉଥିବାରୁ ଧର୍ମେନ୍ଦ୍ରଙ୍କୁ ଏକ ବଡ଼ ସୁଯୋଗ ମିଳିବାର ସମ୍ଭାବନା ରହିଛି  । ଧର୍ମେନ୍ଦ୍ର ବିଶ୍ୱର ...

    Read more

    ନବୀନ ହାରି ସାରିଛନ୍ତି, ପାଟକୁରାରେ ବିଜେଡ଼ି ହାରିବ : ଧର୍ମେନ୍ଦ୍ର

    ଭୁବନେଶ୍ୱର : ପାଟକୁରାରେ ବିଜେଡ଼ି ହାରିବା ନିଶ୍ଚିତ  । ସେଥିପାଇଁ ବିଜେଡ଼ି ଭୟଭୀତ ହୋଇଯାଇଛି  । ତେଣୁ ପାଟକୁରା ନିର୍ବାଚନ ଘୁଂଚାଇବାକୁ ନବୀନ ପଟ୍ଟନାୟକ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ...

    Read more

    ଧଳସାମନ୍ତଙ୍କୁ ବାଇମୁଣ୍ଡି ଉପାଧି, ଟିଟୋକୁ ପେଟ୍ରୋଲ ପମ୍ପ ଦେଇଛନ୍ତି ଧର୍ମେନ୍ଦ୍ର : ପ୍ରତାପ ଜେନା

    ଭୁବନେଶ୍ୱର : ଝାରସୁଗୁଡ଼ା ଠାରେ ପୂର୍ବତନ କଂଗ୍ରେସ ବିଧାୟକ ନବ ଦାସ ବିଜୁ ଜନତା ଦଳରେ ମିଶିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବକ୍ତବ୍ୟ ତାଙ୍କର ହତାଶା, ନିରାଶା ଓ ଭୟକୁ ପ୍ରକାଶ କରୁଛି । ଶ୍ରୀ ଦାସ ଜଣେ ଦକ୍ଷ ନେତା ଏବଂ ବିଜୁ ଜନତା ଦଳରେ ଯୋଗ ...

    Maximum 500 characters

    ଅଧିକ ମତାମତ

    TELA MANTRI nka telamariba ksm

    Barala.G

    Jun 9, 2018

    ରାଜନୀତି View all

    Find Us on Facebook