Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଆଇପିଏସ ସ୍ତରରେ ଅଦଳବଦଳ

    Share on :
    Date: Jun 8, 2018    Views: 2649

    ଭୁବନେଶ୍ୱର : ରାଜ୍ୟ ସରକାର ଆଇପିଏସ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି  । ୨୦୦୧ ବ୍ୟାଚ୍ ଆଇପିଏସ ଏସ ଶାୟାନୀଙ୍କୁ କ୍ରାଇମବ୍ରାଂଚର ନୂତନ ଡିଆଇଜି ଭାବେ ଅବସ୍ଥାପିତ କରାଯାଇଥିବାବେଳେ ୨୦୦୩ ବ୍ୟାଚ ଆଇପିଏସ ହିମାଂଶୁ ଲାଲଙ୍କୁ ରାଜ୍ୟ ଟାସ୍କ ଫୋର୍ସର ନୂତନ ଡିଆଇଜି ଭାବେ ନିଯୁକ୍ତି ଦିଆଯାଇଛି  । ସେହିପରି ଦକ୍ଷିଣାଂଚଳ ଡିଆଇଜି ଥିବା ୨୦୦୪ ବ୍ୟାଚ ଆଇପିଏସ ଆଶିଷ ସିଂହଙ୍କୁ ଦକ୍ଷିଣ ପଶ୍ଚିମାଂଚଳ ରେଞ୍ଜର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି  । ଏହି ମର୍ମରେ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି  ।

    Read more

    କେଉଁ ଆଇପିଏସ ଅଧିକାରୀଙ୍କୁ କେଉଁ ଦାୟିତ୍ୱ ? ପଢ଼ନ୍ତୁ

    କେଉଁ ଆଇପିଏସ ଅଧିକାରୀଙ୍କୁ କେଉଁ ଦାୟିତ୍ୱ ? ପଢ଼ନ୍ତୁ
    ୧. ସୁନୀଲ ରାୟ (୧୯୮୭ ବ୍ୟାଚ) : ସ୍ପେଶିଆଲ ଆଇଜି, ଗୁଇନ୍ଦା
    ୨. ବିନୟାନନ୍ଦ ଝା (୧୯୮୮ ବ୍ୟାଚ) : ଏଡ଼ିଜିପି ଓ ନିଦେ୍ର୍ଧଶକ, ଅନୁସନ୍ଧାନ, ଏଚଆରପିସି
    ୩. ସିଦ୍ଧାର୍ଥ ମହାଡ଼ୁ ନାରବାଣେ (୧୯୮୯ ବ୍ୟାଚ) : ଏଡ଼ିଜିପି, ...

    Read more

    ଆଇପିଏସ ସ୍ତରରେ ଅଦଳବଦଳ

    ଭୁବନେଶ୍ୱର: ମଙ୍ଗଳବାର ରାଜ୍ୟ ସରକାର ଆଇପିଏସ ସ୍ତରରେ ଅଦଳବଦଳ କରିଛନ୍ତି ।  ତଦନୁଯାୟୀ ସୁନିଲ ରାଏ ଗୁଇନ୍ଦା ବିଭାଗ ସ୍ପେଶାଲ ଡିଜି ହୋଇଥିବାବେଳେ ବିନୟାନନ୍ଦ ଝାଙ୍କୁ ଓଏଚଆରସି ନିଦେ୍ର୍ଧଶକଭାବେ ବଦଳି କରାଯାଇଛି ।

    ସେହିପରି ସିଦ୍ଧାର୍ଥ ନରଭଣେ ଏଡିଜି ...

    Read more

    କାଲିଠୁ ଆଇପିଏସ ସମ୍ମିଳନୀ

    ଭୁବନେଶ୍ୱର: ଆସନ୍ତାକାଲି ଠାରୁ ରାଜଧାନୀ ଭୁବନେଶ୍ୱରରେ ହେବ ଆଇପିଏସ ସମ୍ମିଳନୀ ।  ଏହି ସମ୍ମିଳନୀ ୩ ଦିନ ଧରି ଅନୁଷ୍ଠିତ ହେବ ।  ପୁଲିସ ଭବନରେ ୧୭, ୧୮ ଓ ୧୯ ତାରିଖରେ ହେବ ଏହି ଆଇପିଏସ ସମ୍ମିଳନୀ ।  ଏହି ସମ୍ମିଳନୀରେ ଆଇନଶୃଙ୍ଖଳା, ନକ୍ସଲ ଦମନ ଓ ସଡ଼କ ସୁରକ୍ଷା ...

    Maximum 500 characters

    ରାଜ୍ୟ ଖବର View all

    Find Us on Facebook