ଏବର୍ଷ ସ୍ୱାଭାବିକ ହେବ ମୌସୁମୀ : ଆଇଏମଡ଼ି

ଭୁବନେଶ୍ୱର : ୨୦୧୮ରେ ମୌସୁମୀ ସ୍ୱାଭାବିକ ରହିବ  । ଚଳିତ ବର୍ଷ ୯୭% ବର୍ଷା ହେବ ବୋଲି ଆଇଏମଡ଼ି ଆକଳନ କରିଛି  । ଲଗାତର ତୃତୀୟ ବର୍ଷ ପାଇଁ ମୌସୁମୀ ସ୍ୱାଭାବିକ ରହିବ ବୋଲି ଆଇଏମଡ଼ି ଡିଜି କେଜେ ରମେଶ କହିଛନ୍ତି  । ୨୦୧୩ରେ ୧୦୬% ବର୍ଷା ହୋଇଥିବାବେଳେ ୨୦୧୪ରେ ...