Jun 21, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ରାଜୀବ ଗାନ୍ଧୀଙ୍କ ଭଳି ମୋଦିଙ୍କୁ ହତ୍ୟା ଷଡ଼ଯନ୍ତ୍ର

    Share on :
    Date: Jun 8, 2018    Views: 1901

    ପୁଣେ : ରାଜୀବ ଗାନ୍ଧୀଙ୍କ ଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଷଡ଼ଯନ୍ତ୍ର କରାଯାଇଛି  । ରୋଡ଼ ଶୋ’ ବେଳେ ମୋଦିଙ୍କୁ ହତ୍ୟା କରିବା ପାଇଁ ମାଓବାଦୀମାନେ ଯୋଜନା କରିଛନ୍ତି  । ମାଓବାଦୀଙ୍କ ପତ୍ରାଳାପରୁ ଏହି ଷଡ଼ଯନ୍ତ୍ରର ଖୁଲାସା କରିଛି ପୁଣେ ପୁଲିସ୍  ।

    ପୁଣେ ପୁଲିସ୍ ଆଜି ଏକ ରେଡ଼ କରିବା ବେଳେ ମାଓବାଦୀଙ୍କ ଏଭଳି ଷଡ଼ଯନ୍ତ୍ର ସମ୍ପର୍କିତ ପତ୍ରାଳାପ ପାଇଥିଲା  । ଯେଉଁ ପତ୍ରରେ ମୋଦିଙ୍କୁ ରୋଡ଼ଶୋ’ରେ ଟାର୍ଗେଟ କରିବା ପାଇଁ ବ୍ଲୁପ୍ରିଂଟ ପ୍ରସ୍ତୁତ କରିବାକୁ କୁହାଯାଇଛି  । ମୋଦି ରାଜକୁ ଶେଷ କରିବା ପାଇଁ କମ୍ରେଡ଼ମାନଙ୍କୁ ଏଭଳି ଆହ୍ୱାନ ଦିଆଯାଇଛି  । ରାଜୀବ ଗାନ୍ଧୀଙ୍କ ଭଳି ମୋଦିଙ୍କୁ ହତ୍ୟା କରିବାର ଯୋଜନା ପାଇଁ ପତ୍ରରେ ଉଲ୍ଲେଖ ରହିଛି  । ବିଶେଷକରି ରୋଡ଼ ଶୋ’ରେ ଏହା ଫଳପ୍ରଦ ହୋଇପାରିବ ବୋଲି ପତ୍ରରେ ଉଲ୍ଳେଖ ଥିବା ଜାଣିବାକୁ ମିଳିଛି  । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook