Jun 21, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ୯ରେ +୨ କଳା ଓ ବାଣିଜ୍ୟ ପରୀକ୍ଷା ଫଳ

    Share on :
    Date: Jun 6, 2018    Views: 263

    ଭୁବନେଶ୍ୱର: ଆସନ୍ତା ଜୁନ୍ ୯ ତାରିଖରେ +୨ କଳା ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଗଣଶିକ୍ଷା ବିଭାଗ ସୂତ୍ରରୁ ଜଣାପଡ଼ିଛି । ଚଳିତ ବର୍ଷ ଖାତା ଦେଖାରେ ବିଭ୍ରାଟ ଉପୁଜିଥିବା ଯୋଗୁ ପରୀକ୍ଷା ଫଳ ପ୍ରକାଶ ପାଇବାରେ ବିଳମ୍ବ ଘଟୁଥିବା ମନ୍ତ୍ରୀ ସୂଚନା ଦେଇଥିଲେ । ଗତ ବର୍ଷ ମେ’ ୩୧ ତାରିଖରେ +୨ ପରୀକ୍ଷା ଫଳ ପ୍ରକାଶ ପାଇଥିଲେ ହେଁ ଚଳିତ ବର୍ଷ ସାମାନ୍ୟ ବିଳମ୍ବ ହୋଇଛି । ତେବେ ଏହି ପରୀକ୍ଷା ଫଳ ‘ଓଡ଼ିଶା ରେଜଲଟସ ଡଟ ଏନଆଇସି ଡଟ ଇନ’, ‘ରେଲଲଟସ ଡଟ ଇଣ୍ଡିଆ ରେଜଲଟସ ଡଟ କମ’ ରେ ଜାଣିହେବ । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook