Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

କଳା

ମୁଖ୍ୟ ଖବର

    ‘ବଦଲା’ରେ ତାପସୀ

    Share on :
    Date: Jun 6, 2018    Views: 159

    ଫିଲ୍ମ ‘ପିଙ୍କ’ରେ ଏକ ଦମଦାର ଭୂମିକାରେ ଅଭିନୟ କରି ଅଭିନେତ୍ରୀ ତାପସୀ ପନ୍ନୁ ଚର୍ଚ୍ଚାରେ ରହିଥିଲେ । ଏବେ ପୁଣି ଥରେ ସେମିତି ଏକ ଦମଦାର ଭୂମିକାରେ ଆସିବାକୁ ଯାଉଛନ୍ତି ତାପସୀ । ଏଥିରେ ତାଙ୍କ ସହ ଅଭିନୟ କରୁଛନ୍ତି ମେଗାଷ୍ଟାର ଅମିତାଭ ବଚନ । ଫିଲ୍ମର ନାମ ହେଉଛି ‘ବଦଲା’ । ପ୍ରଯୋଜକ ସୁନିର ଖେତରପାଲ ଏବଂ ସୁଜୟ ଘୋଷଙ୍କ ନିଦେ୍ର୍ଧଶିତ ଏହି ଫିଲ୍ମରେ ଅଭିନେତ୍ରୀ ତାପସୀ ଗ୍ଲାମରିଅସ ବିଜନେସ ୱିମେନ ଭୂମିକାରେ ଦର୍ଶକଙ୍କ ସାମନାକୁ ଆସିବେ । ଫିଲ୍ମର କାହାଣୀଟି ହତ୍ୟା ଓ ରହସ୍ୟ ଉପରେ ଆଧାରିତ । ଏହାର ସୁଟିଂ  ଜୁନ୍ ୧୪ ତାରିଖରେ ଆରମ୍ଭ ହେବ । ଅଭିନେତା ଭିକି ଆରୋରା ଏବଂ ନିଦେ୍ର୍ଧଶକ କପିଲ ବର୍ମାଙ୍କ କ୍ଷୁଦ୍ର ଚଳଚ୍ଚିତ୍ର ‘ନୀତିଶାସ୍ତ୍ର’ରେ ତାପସୀ ନ୍ୟାୟ ପାଇଁ ନିଜର ପରିବାର ସହ ମଧ୍ୟ ଲଢ଼ିବାକୁ ଭୁଲି ନାହାନ୍ତି । ତାପସୀଙ୍କ ଅଭିନୀତ ଫିଲ୍ମ ‘ସୁରମା’ ଜୁଲାଇ ୧୩ ଓ ‘ମୁଲ୍କ’ ଜୁଲାଇ ୨୭ରେ ରିଲିଜ ହେବ । 

    Maximum 500 characters

    କଳା View all

    Find Us on Facebook