Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଖସିଲା ‘ଜାଗୁଆର’, ପାଇଲଟ ମୃତ

    Share on :
    Date: Jun 5, 2018    Views: 57

    ଅହମ୍ମଦାବାଦ : ଭାରତୀୟ ବାୟୁସେନାର ‘ଜାଗୁଆର’ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ପାଇଲଟଙ୍କର ମୃତୁ୍ୟ ଘଟିଛି  । ଜାମନଗରରୁ ବିମାନଟି ଆସୁଥିବାବେଳେ ଗୁଜୁରାଟ କଚ୍ଛ ଜିଲ୍ଲାର ମୁନ୍ଦ୍ରା ତାଲୁକରେ ଦୁର୍ଘଟଣାଗ୍ରସ୍ତ ହୋଇ ତଳକୁ ଖସି ପଡ଼ିଥିଲା  । ଦୁର୍ଘଟଣାର ତଦନ୍ତ ପାଇଁ ନିଦେ୍ର୍ଧଶ ଦିଆଯାଇଛି  । ଚଳିତ ବର୍ଷ ଭାରତୀୟ ବାୟୁସେନାର ବିମାନ ଦୁର୍ଘଟଣା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି  । ଗତ ଅପ୍ରେଲରେ ଏମ୧୭ ହେଲିକପ୍ଟର ଉତ୍ତରାଖଣ୍ଡର କେଦାରନାଥରେ ଦୁର୍ଘଟଣାଗ୍ରସ୍ତ ହୋଇଥିବାମେଳେ ଗତ ମାର୍ଚ୍ଚରେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଆଉ ଏକ ବିମାନ ଧ୍ୱଂସ ହୋଇ ଯାଇଥିଲା  । ଗତ ଫେବୃଆରୀରେ ମଧ୍ୟ ଆସାମରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ୨ ପାଇଲଟଙ୍କର ମୃତୁ୍ୟ ହୋଇଥିଲା  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook