Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ପୁଣି ଥରେ ପ୍ରଭାତ ବିଶ୍ୱାଳଙ୍କ ପେଟ ଅପରେସନ୍

    Share on :
    Date: Jun 5, 2018    Views: 2855

    କଟକରୁ ସତ୍ୟଜିତ୍ ରାୟ : କଟକ ବଡ଼ ମେଡ଼ିକାଲ ଆଂଚଳିକ ମେରୁଦଣ୍ଡ ଆଘାତ ଚିକିତ୍ସା କେନ୍ଦ୍ରରେ ପୁଣି ଥରେ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ପେଟ ଅପରେସନ୍ କରାଯାଇଛି  । ପେଟରେ ପୂଜ ଜମିଥିବାରୁ ଅପରେସନ କରାଯାଇ ପୂଜ ବାହାର କରାଯାଇଛି  । 

    ପୂର୍ବରୁ ତାଙ୍କ ପେଟରେ ଯନ୍ତ୍ରଣା ହେବା ସହ ଏକ ମାଂସ ପିଣ୍ଡୁଳା ସୃଷ୍ଟି ହେବାରୁ ସିଟି ସ୍କାନ୍ କରାଯାଇଥିଲା  । ତେବେ ପେଟରେ ପୁନର୍ବାର ପୂଜ ଜମିଥିବା ସିଟି ସ୍କାନ ରିପୋର୍ଟରୁ ଜଣାପଡ଼ିôଥଲା  । ବାରମ୍ବାର ପୂଜ ଜମୁଥିବାରୁ ବାୟୋସି ପରୀକ୍ଷା କରିବା ପାଇଁ ବାଙ୍ଗାଲୋର ଓ ଚେନ୍ନାଇ ପଠା ଯାଇଥିବା ପ୍ରଭାତଙ୍କ ପୁଅ ଶୌଭିକ୍ କହିଛନ୍ତି  । ଟୁ୍ୟବରକୋଲାର ହୋଇଥିବାରୁ ବାରମ୍ବାର ପୂଜ ଜମୁଥିବା ଡାକ୍ତର ଆଶଙ୍କା କରୁଛନ୍ତି  ।

    Maximum 500 characters

    ଆଂଚଳିକ View all

    Find Us on Facebook