Jun 21, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ନିଜକୁ ଆଇଏଏସ କହୁଥିବା ଠକକୁ ଗିରଫ କଲା ପୁଲିସ

    Share on :
    Date: Jun 5, 2018    Views: 735

    ଭୁବନେଶ୍ୱର : ନିଜକୁ ଆଇଏଏସ ଅଫିସର କହି ଠକି ଚାଲିଥିଲା  । କାହାକୁ ବାହା ହେବାକୁ ତ କାହାକୁ ଚାକିରୀ ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଥିଲା ଠକ  । ଏନେଇ ଅନେକ ଅଭିଯୋଗ ଆସିବା ପରେ ପୁଲିସ ଠକକୁ ଗିରଫ କରିବାରେ ସକ୍ଷମ ହୋଇଛି  ।

    ମିଳିଥିବା ସୂଚନାନୁଯାୟୀ ଭଦ୍ରକ ତିହିଡ଼ି ଅଂଚଳର ରଜତ ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କୁ ଉଦଳା ଥାନା ଅନ୍ତର୍ଗତ ଖୁଂଟା ଦାମୋଦର ଗାଁରୁ ପୁଲିସ ଗିରଫ କରିଛି  । ରଜତ ନିଜକୁ ଆଇଏଏସ ଲିଙ୍ଗରାଜ ପଣ୍ଡା ବୋଲି ପରିଚୟ ଦେଉଥିଲା  । ନିଜକୁ ବଡ଼ ଅଫିସର ବୋଲି କହି ଅନେକ ଲୋକଙ୍କୁ ଚୁନ ଲଗାଇଥିଲା  ।  ପୂର୍ବରୁ ରଜତ ସିସୋର ଚିଟଫଣ୍ଡ ଠକେଇ ମାମଲାରେ ଜେଲ ଯାଇଥିବାବେଳେ ଜାମିନ୍ରେ ମୁକୁଳିଥିଲା  ।

    Maximum 500 characters

    ଆଂଚଳିକ View all

    Find Us on Facebook