Jun 21, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ତୈଳ ଦର ବୃଦ୍ଧି ପାଇଁ ହାରିଲୁ : ନୀତିଶ କୁମାର

    Share on :
    Date: Jun 1, 2018    Views: 2771

    ଭୁବନେଶ୍ୱର : ବିହାରର ଜୋଖିହାଟ ନିର୍ବାଚନରେ ଜେଡ଼ିୟୁ ପ୍ରାର୍ଥୀ ମୁର୍ସିଦ ଆଲମଙ୍କ ପରାଜୟକୁ ସହଜରେ ଗ୍ରହଣ କରିପାରିନାହାନ୍ତି ନୀତିଶ କୁମାର  । ଲଜ୍ଜାଜନକ ପରାଜୟର ସାମ୍ନା କରିଥିବା ଜେଡ଼ିୟୁ ଏଥିପାଇଁ ବିଜେପିକୁ ହିଁ ଦାୟୀ କରିଛନ୍ତି  । ବିଶେଷକରି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପରାଜୟର ମୁଖ୍ୟ କାରଣ ବୋଲି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡ଼ିୟୁ ସୁପ୍ରିମୋ ନୀତିଶ କୁମାର କହିଛନ୍ତି  । ଅପରପକ୍ଷରେ ନିର୍ବାଚନରେ ପରାଜୟ ନେଇ ଜେଡ଼ିୟୁ ନେତା କେସି ତ୍ୟାଗୀ କହିଛନ୍ତିଯେ, ଉପନିର୍ବାଚନ ଫଳାଫଳ ଏନଡ଼ିଏ ପାଇଁ ଚିନ୍ତାଜନକ  । ୟୁପିରେ ମଧ୍ୟ  ବିଜେପିକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି  । ତୁରନ୍ତ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରାଯିବାର ଆବଶ୍ୟକତା ରହିଛି ବୋଲି ତ୍ୟାଗୀ କହିଛନ୍ତି  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook