Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ସାମ୍ବାଦିକଙ୍କ ପାଇଁ ସରକାରଙ୍କ ନୂଆ ଯୋଜନା

    Share on :
    Date: May 31, 2018    Views: 885

    ଭୁବନେଶ୍ବର : ସାମ୍ବାଦିକଙ୍କ ପାଇଁ ରାଜ୍ୟ ସରକାର ନୂତନ ଯୋଜନା ଘୋଷଣା କରିଛନ୍ତି। ସାମ୍ବାଦିକକୁ ବୀମାଭୁକ୍ତ କରିବା ପାଇଁ ରାଜ୍ୟ ସରକାର ଗୋପବନ୍ଧୁ ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ଯୋଜନା ଆରମ୍ଭ କରିଛନ୍ତି। ଜୁନ ପହିଲାରୁ ଏହି ଯୋଜନା କାର୍ଯ୍ୟକାରୀ ହେବ। ସାମ୍ବାଦିକଙ୍କ ପରିବାରର ୫ ଜଣ ସଦସ୍ୟଙ୍କୁ ୨ ଲକ୍ଷ ଟଙ୍କାର ବୀମା ସହାୟତା ମିଳିବ। ପ୍ରଥମ ଦଫାରେ ୩୨୩୩ ଜଣ ସାମ୍ବାଦିକ ଏହି ଯୋଜନାରେ ସାମିଲ୍ ହେବେ। ଜିଲ୍ଲା ଜନ ସମ୍ପର୍କ ଅଧିକାରୀ ବୀମା କାର୍ଡ ପ୍ରଦାନ କରିବେ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook