Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଏଣିକି ବିପିଏଲ ପରିବାରକୁ ଅଢେଇ ଲିଟର କିରୋସିନି

    Share on :
    Date: May 29, 2018    Views: 711

    ଭୁବନେଶ୍ବର : ବଢିଲା କିରୋସିନ କୋଟା। ଏଣିକି ବିପିଏଲ ପରିବାରଗୁଡିକ ପୂର୍ବାପେକ୍ଷା ଅଧିକ କିରୋସିନି ପାଇବେ। ଏବେ ମାସିକ ୬୦୦ ମିଲି କିରୋସିନ ମିଳୁଛି । କିନ୍ତୁ ଆଗକୁ ପରିବାର ପିଛା ଅଢେଇ ଲିଟର କିରୋସିନି ମିଳିବ। ଏହାଦ୍ବାରା ୪୪ ଲକ୍ଷ ପରିବାର ଉପକୃତ ହେବେ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି।

    Maximum 500 characters

    ଅଧିକ ମତାମତ

    Thanks again

    G baral

    May 29, 2018

    ଯୋଜନା ଓ ବିକାଶ View all

    Find Us on Facebook