Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ହକି ବିଶ୍ୱକପ : ପ୍ରଥମ ଟିକେଟ ନେଲେ ନବୀନ

    Share on :
    Date: May 28, 2018    Views: 1531

    ଭୁବନେଶ୍ୱର : ୨୦୧୮ ପୁରୁଷ ହକି ବିଶ୍ୱକପ ପାଇଁ ଆଜି ଠାରୁ ଅନଲାଇନ ଟିକେଟ ବିକ୍ରି ଆରମ୍ଭ ହୋଇଛି  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଟିକେଟ ନେଇଛନ୍ତି  । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ପ୍ରଥମ ଟିକେଟ ପାଇ ସେ ଅତ୍ୟନ୍ତ ଆନନ୍ଦିତ  । ଓଡ଼ିଶାର ହକି ଫିଭର ବିଶ୍ୱସାରା ପ୍ରସାରିତ ହେଉ ବୋଲି ସେ ଚାହୁଁଛନ୍ତି  । ଆମର ସମସ୍ତ ଅତିଥି ବିଶ୍ୱସ୍ତରୀୟ ହକି ଉପଭୋଗ କରନ୍ତୁ ଓ ମ୍ୟାଚ ଦେଖିବା ମଜା ନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି  ।

    Maximum 500 characters

    ଖେଳ ଖବର View all

    Find Us on Facebook