Jun 21, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ସେବାୟତ ଓ ଭକ୍ତ ପିଟାପିଟି

    Share on :
    Date: May 26, 2018    Views: 773

    ପୁରୀ : ରଥଖଳାରେ ପିଟାପିଟି ହୋଇଛନ୍ତି ସେବାୟତ ଓ ଭକ୍ତ। ଭକ୍ତଙ୍କ ମାଡରେ ଭୋଇ ସେବାୟତଙ୍କ ନାକ ଫାଟିଯାଇଛି। ଅପରପକ୍ଷରେ ଭୋଇ ସେବାୟତଙ୍କ ମିଳିତ ମାଡରେ ଜଣେ ଭକ୍ତଙ୍କ ମୁଣ୍ଡ ଫୁଟିଥିବା ଜାଣିବାକୁ ମିଳିଛି। ମିଳିଥିବା ସୂଚନାନୁସାରେ ବାଲେଶ୍ଵରର ଜଣେ ଯୁବକ ନିଜ ପରିବାର ସହ ପୁରୀ ଆସିଥିଲେ। ରଥଖଳା ନିକଟରେ ସେବାୟତ ବିଶ୍ବନାଥ ଭୋଇଙ୍କ ସହ କଥା କଟାକଟି ହୋଇଥିଲା। ପରେ ଉଭୟ ହାତାହାତି ହୋଇଥିଲେ। ଏନେଇ ସିଂହଦ୍ଵାର ଥାନାରେ ଉଭୟ ପକ୍ଷ ଏତଲା ଦେଇଥିଲେ । ପୁଲିସ ଘଟଣାର ତଦନ୍ତ କରୁଛି।

    Maximum 500 characters

    ଆଂଚଳିକ View all

    Find Us on Facebook