Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବ୍ଲକ ଗ୍ରାଣ୍ଟ ସ୍କୁଲ ଓ କଲେଜକୁ ୧୦୦ ପ୍ରତିଶତ ଅନୁଦାନ

    Share on :
    Date: May 26, 2018    Views: 2965

    ଭୁବନେଶ୍ବର : ୧୨ ପ୍ରସ୍ତାବ ଉପରେ କ୍ୟାବିନେଟର ମୋହର ଲାଗିଛି। ବ୍ଲକ ଗ୍ରାଣ୍ଟ ସ୍କୁଲ ଓ କଲେଜକୁ ଶତ ପ୍ରତିଶତ ଅନୁଦାନ ମିଳିବ। ଏହାଦ୍ୱାରା ୨୫୬୦୪ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପକୃତ ହେବେ। ୨୦୧୮ରୁ ଗ୍ରାଣ୍ଟ ଇନ ଏଡ ହିସାବରେ ବର୍ଦ୍ଧିତ ଦରମା ପ୍ରଦାନ କରାଯିବ । ସେହିପରି ପାନୀୟ ଜଳଯୋଗାଣ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ୩୦୭ ଗାଁକୁ ବିଶୁଦ୍ଧ ଜଳଯୋଗାଣ ପାଇଁ ଆସିଥିବା ଟେଣ୍ଡର ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ଅନୁମୋଦନ ଦେଇଛନ୍ତି। ସେହିପରି ଏନଏସି ଓ ମୁନିସପାଲଟିର ଷ୍ଟାଣ୍ଡପୋଷ୍ଟଗୁଡିକୁ ଟିକସମୁକ୍ତ କରାଯାଇଛି। ୩୬୯ କୋଟି ବ୍ୟୟରେ ବନ୍ୟା ନିୟନ୍ତ୍ରଣ ପାଇଁ ସିଲୱେ କରାଯିବ।

    Read more

    ବିଧାନସଭା ଭଙ୍ଗ ପାଇଁ ରାଜ୍ୟପାଳଙ୍କୁ କ୍ୟାବିନେଟ୍ ସୁପାରିଶ

    ଭୁବନେଶ୍ୱର, ୧୮ା୫: ପଞ୍ଚଦଶ ବିଧାନସଭା ଭଙ୍ଗ ପାଇଁ ରାଜ୍ୟପାଳଙ୍କୁ କ୍ୟାବିନେଟ୍ ସୁପାରିଶ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଶେଷ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ପ୍ରକାଶ ଥାଉକି ବିଧାନସଭାର କାର୍ଯ୍ୟକାଳ ୧୨ ...

    Read more

    ଶନିବାର କ୍ୟାବିନେଟ ବୈଠକ

    ଭୁବନେଶ୍ୱର : ଆସନ୍ତା ଶନିବାର ସଂଧ୍ୟା ୫ଟା ୪୫ରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ  । କ୍ୟାବିନେଟ ବୈଠକରେ ବିଜେଡ଼ି ସରକାରର ଚତୁର୍ଥ ପାଳି ସମାପ୍ତି ନେଇ ପ୍ରସ୍ତାବ ଆସିବାର ସମ୍ଭାବନା ରହିଛି  । ସେହିପରି ‘ଫନି’ ବାତ୍ୟାରେ ଅଧିକ ମାତ୍ରାରେ କ୍ଷତି ...

    Read more

    କି ନିଷ୍ପତ୍ତି ନେଲେ ରାଜ୍ୟ କ୍ୟାବିନେଟ

    କାଳିଆ ଯୋଜନାରେ ୫ଲକ୍ଷକୁ ବଢ଼ିଲା ଭୂମିହୀନ ଚାଷୀ ପରିବାର ସଂଖ୍ୟା ସବୁ ଯୋଗ୍ୟ ହିତାଧିକାରୀ କାଳିଆ ଯୋଜନାରେ ହେବେ ସାମିଲ ୩୧୮୧ କୋଟି ବ୍ୟୟ ଅଟକଳରେ ୭ଟି ପାଇପ୍ ଜଳଯୋଗାଣ ପ୍ରକଳ୍ପ ଟେଣ୍ଡର ପ୍ରସ୍ତାବକୁ ମଞ୍ଜୁରୀ ଓଡ଼ିଶା ହସ୍ତଶିଳ୍ପୀ ନୀତି ୨୦୧୯କୁ ଅନୁମୋଦନ ...

    Maximum 500 characters

    ତାଜା ଖବର View all

    Find Us on Facebook