Jun 21, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ମହୁମାଛି ଆକ୍ରମଣରେ ଯୁବକ ଗୁରୁତର

    Share on :
    Date: May 24, 2018    Views: 33

    ସୋରଡ଼ା (ଲମ୍ବୋଦର ଅଧିକାରୀ) : ଗଞ୍ଜାମ ଜିଲ୍ଲା ସୋରଡ଼ା ଅଂଚଳରେ ମହୁମାଛି ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଇନ୍ତି । ଗୁରୁତର ଯୁବକଙ୍କ ନାମ ପୁନିଆ ନାୟକ । ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି । ସୋରଡ଼ା ବ୍ଲକ ସୋରିଷବିଷ ଗ୍ରାମର ପୁନିଆ ନାୟକ ସାନସୋରଡ଼ା ପଂଚାନନ ଛକରେ ଥିବା ଏକ ହୋଟେଲରେ କାମ କରୁଥିଲେ । କୌଣସି କାମରେ ସୋରଡ଼ା ଆସି ଫେରୁଥିବା ବେଳେ ରୁଷିକୂଲ୍ୟା ସେତୁ ଉପରେ ତାଙ୍କୁ ମହୁମାଛି ଆକ୍ରମଣ କରିଥିଲେ । 

    Maximum 500 characters

    ଆଂଚଳିକ View all

    Find Us on Facebook