Jun 21, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଟଙ୍କା ଫେରସ୍ତ ପାଇଲେ ଚିଟଫଣ୍ଡ କ୍ଷତିଗ୍ରସ୍ତ

    Share on :
    Date: May 23, 2018    Views: 2593

    ଭୁବନେଶ୍ୱର : ଦୀର୍ଘଦିନର ପ୍ରତୀକ୍ଷା ପରେ ଚିଟଫଣ୍ଡ କ୍ଷତିଗ୍ରସ୍ତ ଅର୍ଥ ଫେରସ୍ତ ପାଇଛନ୍ତି  । ବାଲେଶ୍ୱର ଜିଲ୍ଲାର କ୍ଷୁଦ୍ର ଜମାକାରୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଟଙ୍କା ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି  । ଜିଲ୍ଲାର ୧୦୯୬ ଜମାକାରୀଙ୍କୁ ଅର୍ଥ ପ୍ରଦାନ କରାଯିବ  । ପ୍ରଥମ ଦିନରେ ୩୫୦ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଅର୍ଥ ପ୍ରଦାନ କରାଯିବ  । ଇତିମଧ୍ୟରେ ୨୦୦ କ୍ଷତିଗ୍ରସ୍ତଙ୍କୁ ୧୨ ଲକ୍ଷ ୪୮ ହଜାର ଟଙ୍କା ପ୍ରଦାନ କରାଯାଇଛି  । ବାଲେଶ୍ୱର ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ଆକାଉଂଟରେ ଟଙ୍କା ଜମା କରାଯାଇଛି  ।

    Maximum 500 characters

    ତାଜା ଖବର View all

    Find Us on Facebook