Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ମଧୁସୂଦନ ଲ’ କଲେଜ ହେବ ୟୁନିଭର୍ସିଟି

    Share on :
    Date: May 20, 2018    Views: 71

    କଟକ: କଟକରେ ଅବସ୍ଥିତ ଉକ୍ରଳ ଗୌରବ ମଧୁସୂଦନ ଲ’ କଲେଜ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇବ । ଏ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ବିଜେଡି ଆଇନଜୀବୀ ସାମ୍ମୁଖ୍ୟ କାର୍ଯ୍ୟକାରିଣୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି । ଏଥିସହିତ ଆଇନଜୀବୀଙ୍କ ପାଇଁ ସ୍କିଲ ଡେଭଲପମେଣ୍ଟ ଏକାଡେମୀ କରାଯିବ ଓ ଆଗାମୀ ବର୍ଷରୁ ଆଇନଜୀବୀ ୱେଲଫେୟାର ଫଣ୍ଡ ୫ କୋଟି ହେବ ବୋଲି କାର୍ଯ୍ୟକାରିଣୀରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । 

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook