Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    କର୍ଣ୍ଣାଟକ : ରହିତାଦେଶ ଦେଲେନି ସୁପ୍ରିମକୋର୍ଟ

    Share on :
    Date: May 17, 2018    Views: 2515

    ନୂଆଦିଲ୍ଲୀ : ଶେଷ ହୋଇଛି ସୁପ୍ରିମକୋର୍ଟଙ୍କ ଶୁଣାଣୀ। ବିଳମ୍ବିତ ରାତିରେ ଦୁଇ ଘଣ୍ଟା କାଳ ତିନି ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟ ରାଜ୍ୟପାଳଙ୍କ ନିଷ୍ପତ୍ତି ଉପରେ ରହିତାଦେଶ ଦେବେନାହିଁ ବୋଲି କହିଛନ୍ତି। କଂଗ୍ରେସ ଓ ଜେଡିଏସ ପକ୍ଷରୁ ଅଭିଷେକ ମନୁ ସିଂହଭୀ ୯୦ ମିନିଟ କାଳ ଯୁକ୍ତି ଉପସ୍ଥାପନ କରିଥିଲେ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook