May 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    କର୍ଣ୍ଣାଟକ ନାଟକ : ରାତି ଅଧରେ ଶୁଣାଣୀ

    Share on :
    Date: May 17, 2018    Views: 1579

    ବେଙ୍ଗାଲୁରୁ : କର୍ଣ୍ଣାଟକ ରାଜନୀତିକ ନାଟକର ଅନ୍ତ ଘଟିବାର ନାଁ ଧରୁନି । ୟେଦ୍ଦୁରପ୍ପାଙ୍କୁ ରାଜ୍ୟପାଳ ଆମନ୍ତ୍ରଣ କରିବା ପରେ କଂଗ୍ରେସ ପକ୍ଷରୁ ସୁପ୍ରିମ କୋର୍ଟରେ ଆବେଦନ କରାଯାଇଛି । ରାତି ଅଧରେ ସୁପ୍ରିମ କୋର୍ଟ କଂଗ୍ରେସର ପିଟିସନ ଗ୍ରହଣ କରିବା ସହ ରାତି ଅଧରେ ଶୁଣାଣୀ କରିଛନ୍ତି।

    Maximum 500 characters

    ତାଜା ଖବର View all

    Find Us on Facebook