May 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ମୋ ସହ ବିଜେପିକୁ ସମର୍ଥନ କରିବେ ଆଉ ୬ କଂଗ୍ରେସ ବିଧାୟକ : ଏମବି ପାଟିଲ

    Share on :
    Date: May 16, 2018    Views: 14979

    ବେଙ୍ଗାଲୁର : ମୋ ସହ ବିଜେପିକୁ ଆଉ ୬ କଂଗ୍ରେସ ବିଧାୟକ ସମର୍ଥନ ଦେବେ  । କଂଗ୍ରେସ  କ୍ୟାମ୍ପରୁ ଆସିଥିବା କଂଗ୍ରେସ ବିଧାୟକ ଏମବି ପାଟିଲ ଏହି ଦାବି କରିଛନ୍ତି  । ଏମବି ପାଟିଲ କ୍ରମାଗତ ଦ୍ୱିତୀୟ ଥଣ ପାଇଁ ବାରବାଳେଶ୍ୱର ବିଧାନସଭା ଆସରୁ ବିଜୟୀ ହୋଇଛନ୍ତି  । ସିଦ୍ଧରମେୟା ସରକାରରେ ସେ ଜଳସମ୍ପଦ ମନ୍ତ୍ରୀ ଥିଲେ  । ଚଳିତ ନିର୍ବାଚନରେ ସେ ପ୍ରାୟ ୩୦ ହଜାରରୁ ଉଦ୍ଧ୍ୱର୍ ଭୋଟରେ ବିଜୟୀ ହୋଇଛନ୍ତି  । କୁମାରସ୍ୱାମୀଙ୍କୁ ସେ ସମର୍ଥନ କରୁନଥିବାରୁ ଏଭଳି ନିଷ୍ପତି ନେଇଥିବା କୁହାଯାଉଛି  । ଅପରପକ୍ଷରେ କଂଗ୍ରେସର ବିଧାୟକ ଦଳ ବୈଠକ ବସିଥିଲେ ମଧ୍ୟ ପ୍ରାୟ ୨୫ ବିଧାୟକ ଏଯାବତ୍ ବୈଠକ ସ୍ଥଳକୁ ଆସିନାହାନ୍ତି  । ସେହିପରି ଜେଡ଼ିଏସର ମଧ୍ୟ ୨ ବିଧାୟକ ବୈଠକରେ ଉପସ୍ଥିତ ନଥିବା ଜାଣିବାକୁ ମିଳିଛି  ।

    Maximum 500 characters

    ଅଧିକ ମତାମତ

    ଲୋକଙ୍କ ଭାବକୁ ଆଘାତ ଲାଗିବ ଟଙ୍କା ଦ୍ୱାରା ମଣିଷର ବିବେକ କୁ ବିକ୍ରୀକରି ବା କେତେଦୂର ଠିକ ସେ କଥା ଇଶ୍ଵର ଙ୍କୁ ହି ଜଣା।

    Nirmal kumar

    May 16, 2018

    Hii

    Krushna ch sahu

    May 17, 2018

    ଦେଶ ବିଦେଶ View all

    Find Us on Facebook