Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ୩ ଆସନରେ ଜିତିଗଲାଣି ବିଜେପି

    Share on :
    Date: May 15, 2018    Views: 915

    ବେଙ୍ଗାଲୁର : କର୍ଣ୍ଣାଟକ ଭୋଟ୍ ଗଣତି ଜାରି ରହିଥିବାବେଳେ ୩ ଆସନର ଫଳାଫଳ ବାହାରିସାରିଛି  । ୩ ଆସନରେ ବିଜେପି ପ୍ରାର୍ଥୀମାନେ ହିଁ ବାଜିମାତ୍ କରିଛନ୍ତି  । ସୁଲିଆରୁ ବିଜେପି ପ୍ରାର୍ଥୀ ଅଙ୍ଗାରା ଏସ୍., ତୀର୍ଥହାଲିରେ ବିଜେପି ପ୍ରାର୍ଥୀ ଆରଗା ଜ୍ଞାନେନ୍ଦ୍ର ଓ ବୋମାନାହାଲିରେ ବିଜେପି ପ୍ରାର୍ଥୀ ସତୀଶ ରେଡ୍ଡୀ ବାଜିମାତ୍ କରିଛନ୍ତି  । ତିନୋଟି ଯାକ ଆସନରେ ବିଜେପି ପ୍ରାର୍ଥୀମାନେ କଂଗ୍ରେସ ପ୍ରାର୍ଥୀଙ୍କୁ ପରାସ୍ତ କରିଛନ୍ତି  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook