Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଓଡ଼ିଶା କଂଗ୍ରେସର ସୋସିଆଲ ମିଡ଼ିଆ ଦାୟିତ୍ୱରେ ଯୋହେବ ଶେଖ୍

    Share on :
    Date: May 12, 2018    Views: 2303

    ଭୁବନେଶ୍ୱର : ଏଆଇସିସି ସଭାପତି ରାହୁଲ ଗାନ୍ଧୀ ସୋସିଆଲ ମିଡ଼ିଆ ଜାତୀୟ ସଂଯୋଜକ ଭାବେ ଯୋହେବ ଶେଖଙ୍କୁ ଦାୟିତ୍ୱ ଦେଇଛନ୍ତି  । ପୂର୍ବରୁ ଏହି ଦାୟିତ୍ୱରେ ଥିଲେ ବିପିନ ଯାଦବ  । ଯୋହେବ ଶେଖ୍ ବିହାର, ଝାରଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶା, ଆସାମ, ଅରୁଣାଚଳ ପ୍ରଦେଶ, ମଣିପୁର, ମେଘାଳୟ, ସିକିମ, ଜାମ୍ମୁକାଶ୍ମୀର, ତ୍ରିପୁରା, ହିମାଚଳପ୍ରଦେଶ, ହରିୟାଣା ଓ ରାଜସ୍ଥାନ ଦାୟିତ୍ୱରେ ରହିବେ  । ଏଆଇସିସିର ସୋସିଆଲ ମିଡ଼ିଆ ଓ ଡିଜିଟାଲ କମୁ୍ୟନିକେସନର ଅଧ୍ୟକ୍ଷ ଦିବ୍ୟ ସ୍ପନ୍ଦନ ପ୍ରେସ ବିଜ୍ଞପ୍ତି ଜରିଆରେ ଏହି ସୂଚନା ଦେଇଛନ୍ତି  । 

    Maximum 500 characters

    ଅଧିକ ମତାମତ

    Welcome 2 joheba sekha .He is active member in Congress party .

    AMULYA KUMAR BARIk

    May 12, 2018

    ରାଜନୀତି View all

    Find Us on Facebook