Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଜମିହୀନ ଚାଷୀଙ୍କୁ ମିଳିବ କୃଷି ଋଣ

    Share on :
    Date: May 11, 2018    Views: 949

    ଭୁବନେଶ୍ୱର : ରାଜ୍ୟରେ ଜମିହୀନ ଚାଷୀଙ୍କୁ କୃଷି ଋଣ ଦେବା ପାଇଁ ସରକାର ଯୋଜନା କରିଛନ୍ତି  । ଜଏଂଟ ଲାଏବଲଟି ଗ୍ରୁପ ମାଧ୍ୟମରେ ଜମିହୀନ ଚାଷୀଙ୍କୁ ଋଣପ୍ରଦାନ ପାଇଁ ସରକାର ନିଷ୍ପତି ଗ୍ରହଣ କରିଛନ୍ତି  । ୫ ଜଣ ଜମିହୀନ ଚାଷୀଙ୍କୁ ନେଇ ଗୋଟିଏ ଗ୍ରୁପ ଗଠନ କରାଯିବ  । ପ୍ରତ୍ୟେକ ଗ୍ରୁପକୁ ୫୦ ହଜାର ଟଙ୍କା ଲେଖାଏଁ ଋଣ ପ୍ରଦାନ କରାଯିବ  । ୧% ସୁଧ ହାରରେ ଏହି ଋଣ ଦିଆଯିବ  । ପ୍ରତ୍ୟେକ ସମବାୟ ସମିତିଗୁଡ଼ିକ ୧୦ଟି ଗ୍ରୁପକୁ ଋଣ ପ୍ରଦାନ କରିବା ପାଇଁ ବାଧ୍ୟତାମୂଳକ କରାଯାଇଛି  । ଏନେଇ ସଚିବାଳୟ ଠାରେ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି  ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook