May 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ୧୦ ବର୍ଷର ଝିଅକୁ ଦୁଷ୍କର୍ମ କରି ୭୫ ବର୍ଷର ବୃଦ୍ଧ ଗିରଫ

    Share on :
    Date: May 4, 2018    Views: 1259

    ଭୁବନେଶ୍ୱର : ଝିଅର ବୟସ ୧୦ ବର୍ଷ  । ନାବାଳିକା ଜଣଙ୍କ ନାତୁଣୀ ବୟସର ହେବ  । ହେଲେ ବୃଦ୍ଧ ଜଣଙ୍କର କାମନା ବାସ୍ନା ଏତେଯେ, ହିତାହିତ ଜ୍ଞାନ ଭୁଲି ନାବାଳିକ ଝିଅକୁ ଦୁଷ୍କର୍ମ କରିବାକୁ ପଛେଇ ନଥିଲା  । ଏଭଳି ଏକ ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ସିମୁଳିଆ ଅଂଚଳରେ ଦେଖିବାକୁ ମିଳିଛି  । ଦୁଷ୍କର୍ମ ନେଇ ନାବାଳିକା ପରିବାର ବର୍ଗ ଥାନାରେ ଅଭିଯୋଗ କରିଥିବା ବେଳେ ସଂପୃକ୍ତ ବୃଦ୍ଧକୁ ପୁଲିସ ଗିରଫ କରିଛି  । ଚକୋଲେଟ ଦେବାର ଲୋଭ ଦେଖାଇ ବୃଦ୍ଧ ଜଣଙ୍କ ସଂପୃକ୍ତ ନାବାଳିକାକୁ ଘରକୁ ଡାକିନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି  ।

    Maximum 500 characters

    ଅଧିକ ମତାମତ

    Kana ebe khara heouchi boli ete rape case ghatuchi ke

    rakesh

    May 4, 2018

    ଆଂଚଳିକ View all

    Find Us on Facebook