May 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ‘ଅହିଂସା’କୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନ ଦିଅ

    Share on :
    Date: May 3, 2018    Views: 33

    ଭୁବନେଶ୍ୱର : ଶାନ୍ତି ବିନା ବିକାଶ ସମ୍ଭବ ନୁହେଁ । ଯେଉଁ ଶକ୍ତିମାନେ ଜାତି, ଧର୍ମ, ଶ୍ରେଣୀ ଭଳିା ବିଭିନ୍ନ ଗୋଷ୍ଠୀ ନାମରେ ସମାଜରେ ବିଭେଦ ସୃଷ୍ଟି କରୁଛନ୍ତି ସେମାନଙ୍କୁ ପରାସ୍ତ କରିବା ଦରକାର । ବିକାଶ ପାଇଁ ଏହା ଜରୁରୀ । ରାଷ୍ଟ୍ରପତି ଭାବରେ ଏଭଳି ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପକ୍ଷରୁ ଡକାଯାଇଥିବା ପ୍ରସ୍ତୁତି ବୈଠକରେ ଯୋଗଦେଇ ନବୀନ ଏକଥା କହିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ଉଦବୋଧନରେ କହିଥିଲେ, ମହାତ୍ମାଗାନ୍ଧୀଙ୍କ ଚିରନ୍ତର ବାର୍ତା ‘ଅହିଂସା’ ହେଉଛି ବିକାଶର ସବୁଠାରୁ ବଡ଼ ମାଧ୍ୟମ । ଏହାକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରାଯିବା ଉଚିତ । ୧୫୦ତମ ଜୟନ୍ତୀରେ ଗାନ୍ଧିଜୀଙ୍କ ପାଇଁ ଏହା ହିଁ ହେବ ସବୁଠାରୁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook