Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

    Share on :
    Date: May 1, 2018    Views: 1109

    ଭୁବନେଶ୍ୱର : ଜଗତସିଂହପୁର ଜିଲ୍ଲା ଏରସମାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି  । ପ୍ରେମବ୍ୟାପାରକୁ ନେଇ ପ୍ରେମୀ ଯୁଗଳ ଏକତ୍ର ଆତ୍ମହତ୍ୟା କରିଥିବା ସନେ୍ଦହ କରାଯାଉଛି  । ଗତକାଲି ଠାରୁ ପଦ୍ମପୁର ଗାଁର ଜଣେ ଯୁବକ ଓ କୁଆମୁଣ୍ଡି ଗାଁର ଜଣେ ଯୁବତୀ ନିଖୋଜ ଥିଲେ  । କିନ୍ତୁ ଆଜି ସେମାନଙ୍କ ମୃତ ଶରୀର ଗଛରେ ଝୁଲିଥିବା ଦେଖିବାକୁ ମିଳିଥିଲା  । ଏରସମା ରମତରା ପୋଲ ନିକଟରେ ଥିବା ଗଛରୁ ଦୁଇ ଜଣଙ୍କ ମୃତ ଶରୀର ଉଦ୍ଧାର କରାଯାଇଛି । ଉଭୟଙ୍କ ପ୍ରେମକୁ ପାରିବାରିକ ସ୍ୱୀକୃତି ନମିଳିବାରୁ ସେମାନେ ଘରଛାଡ଼ି ପଳାଇଆସିବା ପରେ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ହେଉଛି  । ପୁଲିସ ଘଟଣା ସ୍ଥଳରେ ପହଁଛି ସରଜମିନ୍ ତଦନ୍ତ ଆରମ୍ଭ କରିଛି  । 

    Maximum 500 characters

    ଅଧିକ ମତାମତ

    Its a sad news

    Akash Chandra Das

    May 1, 2018

    ଆଂଚଳିକ View all

    Find Us on Facebook